ବେଆଇନ ପୁଡିଆ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଖୋର୍ଦ୍ଧା ସଦର ଥାନା ପୋଲିସ

Pradeep Kar

ବ୍ରହ୍ମପୁର, ଗଞ୍ଜାମ ଜିଲ୍ଲାରୁ ବେଆଇନ ଭାବେ ପୁଡିଆ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଖୋର୍ଦ୍ଧା ସଦର ଥାନା ପୋଲିସ। ମିଳିଥିବା ସୂଚନା ଅନୁସାରେ ଗତ କାଲି ରାତିରେ ପୋଲିସ୍ ନାକାବନ୍ଦି କରୁଥିବା ସମୟରେ ବ୍ରହ୍ମପୁର ଠାରୁ ଆସୁଥିବା OD07 AP 6117 ଆଇଯର୍ ଗାଡ଼ିରେ ତଲାସି କରିବା ବେଳେ ସେଥିରେ ପୁଡିଆ ବାହାରିଥିଲା । ପରେ ଥାନାକୁ ଗାଡ଼ି ଆଣିବା ସହ ଘଟଣାର ତଦନ୍ତ ଜରିରହିଥିବ ଜଣାପଡ଼ିଛି । ସବୁ ଠାରୁ ବଡ କଥା ଏହିକି ଯେ କିପରି ବ୍ରହ୍ମପୁର ସହର ଓ ଏହାର ଆଖ ପାଖରେ ବେଆଇନ ଭାବରେ ଗୁଟୁକା ପ୍ରସ୍ତୁତ ହେଉଛି ତାହା କିପରି ଜାଣିପାରୁନି ପୋଲିସ ପ୍ରଶାସନ । ଏପରି ଘଟଣା ଆଗରୁ ଦୁଇ ଦୁଇ ଥର ହୋଇଥିଲେ ମଧ୍ୟ ସବୁ ଚୁପ୍ କାହିଁକି । କଣ ଚାଲିଛି କି।

Also Read

Tags