ମୁଖ୍ୟ ଖବର କନିଷିରେ ବିଶ୍ଵଯୋଗ ଦିବସ ପାଳିତ Pradeep Kar June 28, 2026 ରଙ୍ଗେଇଲୁଣ୍ଡା : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବାଣିଜ୍ୟ, ପରିବହ, ଇସ୍ପାତ ଓ ଖଣୀ ମନ୍ତ୍ରୀ ବିଭୂତି ଭୂଷଣ
ରାଜ୍ୟ ଗଞ୍ଜାମରେ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ’ Pradeep Kar June 28, 2026 ବ୍ରହ୍ମପୁର, ତା. — ଜିଲ୍ଲା ଶିଳ୍ପ କେନ୍ଦ୍ର (ଡିଆଇସି), ଗଞ୍ଜାମ ପକ୍ଷରୁ ସଂସ୍କୃତି ଭବନ, ହିଲପାଟଣା, ବ୍ରହ୍ମପୁରଠାରେ ‘ଉଦ୍ୟମୀ ଓଡ଼ିଶା ଏମଏସଏମଇ କାର୍ଯ୍ୟକ୍ରମ’ ଏବଂ ପାଞ୍ଚ ଦିନିଆ ଜିଲ୍ଲାସ୍ତରୀୟ ଏମଏସଏମଇ ପ୍ରଦର୍ଶନୀର ଶୁଭାରମ୍ଭ ହୋଇଯାଇଛି।ଏହି
ରାଜ୍ୟ ଓଡ଼ିଶା MSME କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ Pradeep Kar June 27, 2026 ଭୁବନେଶ୍ୱର, ୨୭ ଜୁନ୍ ୨୦୨୬ : ମହିଳାମାନଙ୍କୁ ଉଦ୍ୟୋଗ କ୍ଷେତ୍ରରେ ପ୍ରୋତ୍ସାହିତ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶା ରାଜ୍ୟ ମହିଳା ଉଦ୍ୟମିତା ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି।
ମୁଖ୍ୟ ଖବର ମାନବବାଦୀ ହେତୁବାଦୀ ସଙ୍ଗଠନର “ସାମାଜିକ ବାସନ୍ଦ ଏକ ଅପରାଧ” ଆଲୋଚନା ଚକ୍ର ଅନୁଷ୍ଠିତ Pradeep Kar June 27, 2026 ବ୍ରହ୍ମପୁର, ତା ୨୭.୦୬.୨୦୨୬ ରିଖରେ ମାନବବାଦୀ ହେତୁବାଦୀ ସଂଗଠନ ଗଂଜାମ ଜିଲ୍ଲା ପକ୍ଷରୁ ସ୍ଥାନୀୟ ସଂକଳ୍ପ ବିଦ୍ୟାଳୟ ପ୍ରାଙ୍ଗଣରେ ସାମାଜିକ ବାସନ୍ଦ ଏକ ଅପରାଧ ବିଷୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଗଠନର ଉପସଭାପତି କିଶୋର
ମୁଖ୍ୟ ଖବର ପକ୍ଷୀଘର ପ୍ରକାଶନୀ ଆୟୋଜିତ “ତେର ତମ ବସନ୍ତ ଶତପଥି ସ୍ମାରକୀ ବକ୍ତୃତା” Pradeep Kar June 27, 2026 ଭୁବନେଶ୍ୱର : ୨୬. ୬. ୨୦୨୬ ପକ୍ଷୀଘର ପ୍ରକାଶନୀ ଆୟୋଜିତ ତେର ତମ ବସନ୍ତ ଶତପଥି ସ୍ମାରକୀ ବକ୍ତୃତା ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପ୍ରେଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ବିଖ୍ୟାତ ନାଟ୍ୟ ବ୍ୟକ୍ତିତ୍ୱ ଅନନ୍ତ ମହାପାତ୍ରଙ୍କ
ରାଜ୍ୟ ସାରସ୍ୱତ ମଞ୍ଚର ଦ୍ବି-ମାସିକ ସାହିତ୍ୟ ଆସର ଶିରୋନାମା ‘କୃଷ୍ଣଚୂଡ଼ାର ହସ’ ଆଧାରିତ ସ୍ୱରଚିତ ଗଳ୍ପପାଠ Pradeep Kar June 27, 2026 ବ୍ରହ୍ମପୁର, ୨୭l0୬ : ଦକ୍ଷିଣାଞ୍ଚଳର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ନେତାଜୀ ସାରସ୍ୱତ ମଞ୍ଚର ଦ୍ବି-ମାସିକ ସାହିତ୍ୟ ଆସର ଆଜି ସନ୍ଧ୍ୟାରେ ଉତ୍କଳ ଆଶ୍ରମ ପରିସରସ୍ଥ ଭାଷାଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ପାଞ୍ଚ
ରାଜ୍ୟ ଏସ୍.ଆଇ.ଆର୍. ସମ୍ପର୍କିତ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ Pradeep Kar June 27, 2026 ଛତ୍ରପୁର, ତା. ୨୭/୦୬/୨୦୨୬:ଆଜି ଆଭାସୀ ମାଧ୍ୟମରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍.) ସମ୍ପର୍କିତ ଏକ ସମୀକ୍ଷା ବୈଠକ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ
Uncategorized ନୌଶର ଅଲି ଖାଁ ଙ୍କ ଦେହାନ୍ତ ଖବର ପାଇ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ Pradeep Kar June 27, 2026 ଆଜି:ତା:-୨୭/୬/୨୬/ ଭଦ୍ରକ ପୌରପରିଷଦ ଅଧିନ ୧୯ ନମ୍ବର ୱାର୍ଡ ର ବାସିନ୍ଦା ପ୍ରତିଷ୍ଠିତ ବ୍ୟବସାୟୀ ନୌଶର ଅଲି ଖାଁ ଙ୍କ ଦେହାନ୍ତ ଖବର ପାଇ ପହଞ୍ଚି ତାଙ୍କ କବର ରେ ପୁଷ୍ପ ମାଲ୍ୟ ଦେଇ
ରାଜ୍ୟ ପୂଜ୍ୟ ମାତାଙ୍କ ବିୟୋଗରେ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ Pradeep Kar June 27, 2026 ଆଜି ତା-୨୭/୦୬/୨୦୨୬ ରିଖରେ ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗେଲପୁର ଗ୍ରାମ ପଞ୍ଚାୟତର ନଳାଙ୍ଗ ଗ୍ରାମର ବିଶିଷ୍ଟ ସମାଜସେବୀ ଶ୍ରୀ ସଞ୍ଜୀବ ଜେନା ଓ ଶ୍ରୀ ରାଜୀବ ଜେନାଙ୍କ ପୂଜ୍ୟ ମାତାଙ୍କ ବିୟୋଗ ଖବର
ରାଜ୍ୟ ମୋଦି ସରକାରଙ୍କ ପେପର୍ ଲିକ୍ ଘଟଣା ଏକ ପରମ୍ପରା ହୋଇଗଲାଣି Pradeep Kar June 27, 2026 ବ୍ରହ୍ମପୁର : ମୋଦି ସରକାରଙ୍କ ଗତ 10 ବର୍ଷ ଭିତରେ ବାରମ୍ୱାର ପେପର ଲିକ୍ ଘଟଣା ଏକ ପରମ୍ପରା ହୋଇଗଲାଣି ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଜୟଶ୍ରୀ ପାତ୍ର ପ୍ରକାଶ କରିଛନ୍ତି