ବ୍ରହ୍ମପୁର ବାସ୍କେଟବଲ କ୍ଲବ ପକ୍ଷରୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆରେ ଆୟୋଜିତ ଗ୍ରୀଷ୍ମକାଳୀନ ବାସ୍କେଟବଲ ପ୍ରଶିକ୍ଷଣ ଶିବିରର ସମାପନୀ ଉତ୍ସବରେ ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଥିଲେ।
ଗ୍ରୀଷ୍ମକାଳୀନ ବାସ୍କେଟବଲ ପ୍ରଶିକ୍ଷଣ ଶିବିରର ସମାପନୀ ଉତ୍ସବ





