ବୌଦ୍ଧ, 02/26 : ବୌଦ୍ଧ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ (SP) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ସେ ଜିଲ୍ଲାରେ ସ୍ୱଚ୍ଛ ଏବଂ ନାଗରିକ କୈନ୍ଦ୍ରିକ ପୋଲିସିଂକୁ ଅଧିକ ସୁଦୃଢ଼ କରିବା, ଜନସେବା ପ୍ରଦାନର ଗୁଣାତ୍ମକ ମାନ ବୃଦ୍ଧି କରିବା, ଶାନ୍ତି, ଆଇନ ଓ ଶୃଙ୍ଖଳାକୁ ସୁନିଶ୍ଚିତ କରିବା, ଅପରାଧ ଓ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବା ସହ ନିଶାମୁକ୍ତ ସମାଜ ଗଠନ କରିବା ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି।
ବୌଦ୍ଧ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ କାର୍ଯ୍ୟଭାର ଗ୍ରହଣ କଲେ କୁଲଦୀପ ମୀନା





