ଅଗ୍ନିଶମ ସେବା ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଆସ୍କାଠାରେ ୨୧ଟି ଲାଇଟ୍ ଟାୱାର୍ ଲଗାଯାଇଛି । ସାଧାରଣ ଲୋକଙ୍କ ପାଖେ ମୌଳିକ ସୁବିଧାସୁଯୋଗ ଉପଲବ୍ଧ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି।
ଗଞ୍ଜାମରେ ସମନ୍ଵିତ ପ୍ରଶାସନିକ ପ୍ରୟାସ