ସୁନିଶ୍ଚିତ ହେଉଛି ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷା

Pradeep Kar

ଗଞ୍ଜାମରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ଵିତ ପଦକ୍ଷେପ ଜାରି ରହିଛି। ରେଲୱେ ପକ୍ଷରୁ ଉଦ୍ଧାରକାରୀ ଦଳ ଦୀର୍ଘ ତିନି ଘଣ୍ଟା ଧରି ପ୍ରତିକୂଳ ପରିସ୍ଥିତିରେ ପାହାଡ଼ ଏବଂ ଜଙ୍ଗଲ ମଧ୍ଯ ଦେଇ ଚାଲି ଚାଲି ବାଟ ଅତିକ୍ରମ କରି ଉଦ୍ଧାର ଆବଶ୍ୟକ ସ୍ଥାନରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରତିଟି ମୂଲ୍ୟବାନ ଜୀବନର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି।

Also Read

Tags