ଗଞ୍ଜାମ ଜିଲ୍ଲା ଭଂଜନଗର ପୋଲିସ ପ୍ରଶାସନକୁ ମିଳିଛି ବଡ ସଫଳତା

Pradeep Kar

ପୋଲିସ ପ୍ରଶାସନ ପେଟ୍ରିଲିଂ କରୁଥିବା ବେଳେ ନୂଅ।ଗାଁ ସେତୁ ନିକଟରୁ ଏକ ପିକାପ ଭ୍ୟାନକୁ ଜବତ କରିଛି । ଏଥିସହ 66 ଟି ଜରି ବସ୍ତାରେ ନକଲି ମଦ ଚାଲାଣ ହେଉଥିବା ବେଳେ ଜବତ କରିଛି । ଜବତ ନକଲି ମଦ ପାଖାପାଖି 33 ହଜାର ଲିଟର ହେବ ବୋଲି ଜଣାପଡିଛି । ଏହି ଘଟଣାରେ ଚାରିଜଣ ମଧ୍ୟ ଗିରଫ ହୋଇଥିବା ବେଳେ ଗିରଫ ଦୁଇ ଜଣ ମଧ୍ୟରେ ବିହାରି ଯୁବକ ଥିବା ଜଣାପଡିଛି । ତେବେ ମଦକୁ ପାଇଲେଟ କରୁଥିବା ମଧ୍ୟ ଗୋଟିଏ ଅଲ୍ଟୋ କାରକୁ ମଧ୍ୟ ପୋଲିସ ପ୍ରଶାସନ ଜବତ କରିଥିବା ସୂଚନା ମିଳିଛି ।

Also Read

Tags