ଭିଜିଲାନ୍ସ ଜାଲରେ PEO

Pradeep Kar

ଭିଜିଲାନ୍ସ ଜାଲରେ ବରଗଡ଼ ଗାଏସିଲଟ କଟାଭାଲ ପଞ୍ଚାୟତ ନିର୍ବାହୀ ଅଧିକାରୀ I କଟାଭାଲ PEO କାର୍ତ୍ତିକେଶ୍ବର ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍ I -ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ I ଗାଏସିଲଟରେ ୨ ମହଲା ଘର, ଗୋଟିଏ ମାର୍କେଟ କଂପଲେକ୍ସ ଠାବ I ଗୋଟିଏ ଗୋଦାମ ଘର, ନିର୍ମାଣାଧୀନ ୪ ମହଲା କୋଠା ମଧ୍ୟ ଠାବ I ପୈତୃକ ଘର କନ୍ଦାଗାଡ଼ ସହ ଅଫିସ୍ ଚାମ୍ବରରେ ବି ଭିଜିଲାନ୍ସ ରେଡ୍ I

Also Read

Tags