୯ କୋଟି ଚଳୁ ମହିଳା ସେକ୍ସନ ଅଫିସ ଗିରଫ

Pradeep Kar

ମହିଳା ସେକ୍ସନ ଅଫିସର୍ ଓ ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ-ଭୁବନେଶ୍ବର R&B ଡିଭିଜନ-୧ SE ଅଫିସ୍‌ର ସେକ୍ସନ ଅଫିସର୍ ବନଲତା ମହାନ୍ତି-SO ବନଲତା ମହାନ୍ତି ଓ ଜୁନିଅର ଆସିଷ୍ଟାଣ୍ଟ ବିଭୂଦତ୍ତ ନାୟକ ଗିରଫ-୯.୨୪ କୋଟି ଟଙ୍କାର ଅନିୟମିତତା ଅଭିଯୋଗରେ ଉଭୟ ଗିରଫ-୨୦୨୨-୨୩ରୁ ୨୦୨୫-୨୬ ଆର୍ଥିକ ବର୍ଷରେ ହୋଇଛି ଅନିୟମିତତା-ମିଛ ଅର୍ଡର ଓ ବିଲ୍ କରି ଟଙ୍କା ଚଳୁ କରିଥିବା ଅଭିଯୋଗ-ଚଳୁ ଟଙ୍କା ୪୮ ଜଣଙ୍କ ୭୭ଟି ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଥିଲା-ଏପରିକି ବନଲତାଙ୍କ ପୁଅ ଓ ଡ୍ରାଇଭରଙ୍କ ଆକାଉଣ୍ଟକୁ ବି ଟଙ୍କା ଯାଇଛି-ଠକେଇ ଧରାପଡ଼ିବା ପରେ ୩ କୋଟି ୯୬ ଲକ୍ଷ ଟଙ୍କା ଜବତ ସୂଚନା I ହାଜିରା_ମନା_BLO_ଘରକୁ_ଯିବେ*-SIR ଦ୍ବନ୍ଦ୍ବ ପ୍ରସଙ୍ଗ; ୩ ଜଣିଆ ନିର୍ବାଚନ କମିଶନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ-ବୈଠକ ପରେ CECଙ୍କ ପକ୍ଷରୁ ଜାରି ହେଲା ପ୍ରେସ୍‌ ସୂଚନା-ଦେଶବ୍ୟାପୀ SIR ନେଇ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସର୍ବସମ୍ମତ ଥିଲା-ଏଥିସହ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ସ୍ପଷ୍ଟୀକରଣ ରଖିଲେ କମିଶନ-ଯେଉଁମାନେ SIR ପ୍ରକ୍ରିୟାରେ ନୋଟିସ୍‌ ପାଇଛନ୍ତି, ERO ଆସିବା ଦରକାର ନାହିଁ-ସେମାନଙ୍କ ଘରକୁ BLO ଯାଇ ଦସ୍ତାବିଜ ସଂଗ୍ରହ କରିବେ-ତା’ପରେ ECINetରେ ଅପଲୋଡ୍ କରିବେ ସମସ୍ତ ତଥ୍ୟ-ଏପରି ବ୍ୟକ୍ତିଙ୍କୁ ERO/AERO କାର୍ଯ୍ୟାଳୟକୁ ଶୁଣାଣି ପାଇଁ ଡକାଯିବ ନାହିଁ-ବିଶେଷ ପରିସ୍ଥିତିରେ ERO ନିଷ୍ପତ୍ତିରେ ଶୁଣାଣି ମୁଖ୍ୟତଃ ଅନଲାଇନ୍ ହେବ-ଆବଶ୍ୟକ ହେଲେ ପରିବାରର ଯେକୌଣସି ବୟସ୍କ ସଦସ୍ୟ ଆସି କରିପାରିବେ-ଶ୍ରମିକ, ଗରିବ, ରାତ୍ର ଆଶ୍ରୟସ୍ଥଳୀ ଲୋକଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା-ଏପରି ଲୋକଙ୍କ ପାଇଁ ହେଲ୍‌ପ ଡେସ୍କ କରିବାକୁ ଡିଇଓଙ୍କୁ ନିର୍ଦ୍ଦେଶ I

Also Read

Tags