ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କୈଠଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାତ୍ୟା ଓ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ଘର, ଚାଷଜମି ଏବଂ ରାସ୍ତାଘାଟ ପରିଦର୍ଶନ କରି କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଧ୍ୟାନ କଲେ ମାନ୍ୟବର ବିଧାୟକ ଶ୍ରୀ Sidhant Mohapatra ଜଳମଗ୍ନ ଚାଷଜମିରୁ ବନ୍ୟାଜଳକୁ ଯୁଦ୍ଧକାଳୀନ ଭିତ୍ତିରେ ନିଷ୍କାସନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କ ନିକଟରେ ତୁରନ୍ତ ରିଲିଫ୍ ଓ ଆବଶ୍ୟକୀୟ ସହାୟତା ପହଞ୍ଚାଇବା ପାଇଁ ଉପସ୍ଥିତ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କୁ ଦୃଢ଼ ନିର୍ଦ୍ଦେଶ ଦେଇଛି।ପ୍ରଭାବିତ ପ୍ରତ୍ୟେକ ପରିବାରର ସୁରକ୍ଷା, ସହାୟତା ଓ ପୁନର୍ବାସ ଆମର ପ୍ରଥମ କର୍ତ୍ତବ୍ୟ। ଏହି ସଙ୍କଟ ସମୟରେ ମୁଁ ଆପଣମାନଙ୍କ ସହିତ ଦୃଢ଼ ଭାବେ ଠିଆ ହୋଇଛି। ଆପଣଙ୍କ ସେବା ଓ ସୁରକ୍ଷା ପାଇଁ ମୁଁ ସଦାସର୍ବଦା ପ୍ରତିବଦ୍ଧ।
କ୍ଷୟକ୍ଷତିର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କଲେ ମାନ୍ୟବର ବିଧାୟକ ଶ୍ରୀ Sidhant Mohapatra





