ଆସାମ, : ଆସାମ ଦୁର୍ଘଟଣାରେ ୫ ବାୟୁସେନା ଅଧିକାରୀଙ୍କ ମୃତ୍ୟୁ-ଜୋରହାଟ ଏୟାରବେସରେ କ୍ରାସ୍ ହୋଇଥିଲା AN-32 ଏୟାରକ୍ରାଫ୍ଟ-ଅବତରଣ ବେଳେ ବିମାନରେ ଲାଗିଥିଲା ନିଆଁ-କୋର୍ଟ ଅଫ୍ ଇନ୍କ୍ବାରୀ ନିର୍ଦ୍ଦେଶ ଦେଇଛି ବାୟୁସେନାବର୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି
ଆସାମରେ ବାୟୁସେନା ବିମାନ ଦୁର୍ଘଟଣା; ୫ ମୃତ





