ରାଜ୍ୟର ୭ଟି ଷ୍ଟେସନ ସମେତ ଦେଶର ୭୫ଟି ଅମୃତ ଭାରତ ଟ୍ରେନ୍ ବଲାଙ୍ଗିର, ବରପାଲି, ପାରଳାଖେମୁଣ୍ଡି, ତାଳଚେର, କେସିଙ୍ଗା, ବାରିପଦା, ବିମଳଗଡ଼ର ନବକଳେବର ହୋଇଛି ଓଡ଼ିଶାର ୭ଟି ଷ୍ଟେସନର ନବୀକରଣ ପାଇଁ ବ୍ୟୟ ଅଟୋକଳ ୧୦୯ କୋଟି I
ଆସନ୍ତାକାଲି ୭୫ ଅମୃତ ଭାରତ ଟ୍ରେନ୍ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ l