ସୋନମ ୱାଙ୍ଗଚୁକ୍‌ଙ୍କୁ ମେଡିକାଲ ନେଲା ପୋଲିସ

Pradeep Kar

୨୧ ଦିନ ହେବ ଅନଶନରେ ବସିଥିଲେ ୱାଙ୍ଗଚୁକ୍‌ । ଦିଲ୍ଲୀ ଜନ୍ତର ମନ୍ତରରୁ ମେଡିକାଲକୁ ସ୍ଥାନାନ୍ତର । ହାଇକୋର୍ଟଙ୍କ ଆଦେଶରେ ମେଡିକାଲ ନିଆଗଲା, ପୋଲିସ । CJI ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଅଟକ ରଖିଲା ପୋଲିସ । ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ମାମଲାକୁ ନେଇ ଧାରଣାରେ ବସିଥିଲେ ।

Also Read

Tags