ପ୍ରଶ୍ନପତ୍ର ଲିକ୍: ଗଠନ ହେଲା ଫାଷ୍ଟ ଟ୍ରାକ୍ କୋର୍ଟ

Pradeep Kar

ଦିଲ୍ଲୀ, : ପ୍ରଶ୍ନପତ୍ର ଲିକ୍: ଗଠନ ହେଲା ଫାଷ୍ଟ ଟ୍ରାକ୍ କୋର୍ଟ I ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଠନ ହେଲା ଫାଷ୍ଟ ଟ୍ରାକ୍ କୋର୍ଟ I ରାଉଜ ଆଭେନ୍ୟୁରେ ଜଷ୍ଟିସ୍ ଅନୁ ଗ୍ରୋଭର ବାଲିଗା ସ୍ପେଶାଲ୍ ଜଜ୍ ନିଯୁକ୍ତ I ରାଉଜ ଆଭେନ୍ୟୁ କୋର୍ଟରେ ହେବ ପେପର ଲିକ୍ ମାମଲାର ଶୁଣାଣି I ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ଜନ୍ତରମନ୍ତରରେ ବିକ୍ଷୋଭ ଓ ପ୍ରତିବାଦ I ଏବେ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟରେ ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ I

Also Read

Tags