ବିଧାୟକଙ୍କୁ ଦିଗପହଣ୍ଡିରେ ବିରୋଧ କରାଯିବାକୁ ନିଷ୍ପତ୍ତି

Pradeep Kar

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ବିଜେପି ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ମହାମେଳି – ପଂଚାୟତ ନିର୍ବାଚନ ରେ ସିଦ୍ଧାନ୍ତଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିକାଶ ହେଉନଥିବା ବେଳେ କେବଳ ଅଭିନୟ କରୁଥିବା କହି ବିଜେପି ନେତାମାନେ ସିଦ୍ଧାନ୍ତଙ୍କୁ ବିରୋଧ I

Also Read

Tags