ଜୟ ଜଗନ୍ନାଥ, ଆମ ପରମ୍ପରା, କଲା ସଂସ୍କୃତି ଓ ସାହିତ୍ୟର ପୁରାତନ ଉଦ୍ଘ୍ହୋଷ ରାଜା ମହାରାଜାଙ୍କ ଅମଳରୁ ଚାଲିଆସିଥିବା ଆମ ମନର କଳା କୁ ଏକ ନୂତନ ରୂପ ଦେଇ ବ୍ରହ୍ମପୁର ଖସ୍ୱା ସାହି ଦେଓରl ସାହି ରେ ଆୟୋଜିତ କଣ୍ଢେଇ ଯାତ୍ରା ସୁଶୋଭିତ କରିଥିଲା ସେଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ମାନ୍ୟବର ଇସ୍ପାତ୍ ଏଵଂ ଟ୍ରାନ୍ସପୋର୍ଟ ମିନିଷ୍ଟର ଶ୍ରୀ ବିଭୂତି ଭୂଷଣ ଜେନା ଏଵଂ ରାଜ୍ଯ କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ ଶହ ଅନେକ ଜ୍ଞାନୀ ମାନି ବ୍ୟକ୍ତି ଗଣ ଯାତ୍ରା ରେ ଉପସ୍ଥିତ ରହି ଯାତ୍ରା କୁ ଚାର ଚାନ୍ଦ କରିଥିଲେ, କୁନି କୁନି ବାଲ୍ୟ କଳାକାର ପିଲାମାନେ ନୃତ୍ୟ ସଙ୍ଗୀତରେ ହଜାର ହଜାର ଲୋକଙ୍କୁ ନିଜ କଳାରେ ମୁଗ୍ଧ କରିଥିଲେ। ଗାୟକର ମାନେ ନିଜର କଳା ପ୍ରଦର୍ଶନ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ମହୋଦୟ ଏଵଂ କଣ୍ଢେଇ ଯାତ୍ରାର ଆୟୋଜକ ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ କଢ଼େଇ ର ପରମ୍ପରା ଇତିହାସ କି ବିତୃତ ରୂପେ ଲୋକ ଲୋଚନ କୁ ଆଣି ତାର ମହତ୍ୱ କଣ ଆଉ ଏହି ମାଟି କନ୍ଦ୍ଧାଇ ର ଆବଶ୍ୟକ ଏଵଂ ତା ମାଧ୍ୟମରେ ମାଟି ସହିତ ଯୁଡ଼ା ସଂସ୍କୃତି ର କିମ୍ବଦନ୍ତୀ କୁ ପ୍ରକାଶ କରିଥିଲେ।
ବ୍ରହ୍ମପୁର କଣ୍ଢେଇ ଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ମାନ୍ୟବର ଇସ୍ପାତ୍ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏଵଂ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ





