ରାଜ୍ୟ

୧୫ ଯାଏଁ କାଳବୈଶାଖୀ ଆଲର୍ଟ, ୧୭ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

Pradeep Kar

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ଵାସନାର ଖବର। ଆଗାମୀ ୩ ଦିନ ମଧ୍ୟରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ କରିବ। ଏହାର ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବାର ଅନୁକୂଳ ପରିସ୍ଥିତି ସୃଷ୍ଟି

ରାଜ୍ୟ

ଗଞ୍ଜାମ ଜିଲ୍ଲାରେ ପରିଗଣନା ଫର୍ମ ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟରେ ଉଲ୍ଲେଖନୀୟ ସଫଳତା

Pradeep Kar

ଛତ୍ରପୁର, 12/05 : ଗଞ୍ଜାମ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ (EF) ବଣ୍ଟନ ଓ ଡିଜିଟାଇଜେସନ୍ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ବୁଥ୍ ସ୍ତରୀୟ ଅଧିକାରୀ, ସୁପରଭାଇଜର, ଏ ଇ ଆର ଓ

ଅପରାଧ

ବୈଧ ଲାଇସେନ୍ସ ନଥିବା ବେଆଇନ ବାର୍‌ ଉପରେ ପୋଲିସର ଚଢ଼ାଉ

Pradeep Kar

ଖଲ୍ଲିକୋଟ, : -ଖଲ୍ଲିକୋଟ ଥାନା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ବାର୍ ଉପରେ ଚଢ଼ାଉ କରିଛି ପୋଲିସ। ୭୦ ଲିଟର ବିଦେଶୀ ମଦ ସହ ଫ୍ରିଜ, ଡିଫ୍ରିଜ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ରାଜ୍ୟ

ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା

Pradeep Kar

୧୧.୦୬.୨୦୨୬ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତ ପୂର୍ବରୁ ଡିଜିପିଙ୍କ ସୁରକ୍ଷା ସମୀକ୍ଷା ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି

ରାଜନୀତି

ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

Pradeep Kar

ରାଜ୍ୟସଭାକୁ ଦେବାଶିଷ ସାମନ୍ତରାୟ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ l ବିଜେପି ପ୍ରାର୍ଥୀ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଦେବାଶିଷ l ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ଉପନିର୍ବାଚନ ଭୋଟିଂ ଦରକାର ପଡ଼ିଲାନି l

ମୁଖ୍ୟ ଖବର

ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ଗଛ ଲଗା ଅଭିଜାନ

Pradeep Kar

ବ୍ରହ୍ମପୁର ତା- ୧୧/୦୬/୨୦୨୬ ଆଜି ପବିତ୍ର ଏକାଦଶୀରେ ପୂର୍ବତନ ବିଡିଏ ଅଧ୍ୟକ୍ଷ ଶ୍ରୀ ସୁବାଷ ଚନ୍ଦ୍ର ମହାରଣାଙ୍କ ନେତୃତ୍ୱରେ ଆଙ୍କୁଲି ଶେଷ ଜଗନ୍ନାଥ ମନ୍ଦିର ନିକଟସ୍ଥ ବଡ଼ ବନ୍ଧ ହୁଡାରେ ୫୦ ଟି ବଟ

ମୁଖ୍ୟ ଖବର

ଅଶୋକ ନଗର ଯୁବକ ସଂଘର ରକ୍ତଦାନ ଶିବିର ପାଞ୍ଚଦିନରେ, ୧୩୮ ୟୁନିଟ୍ ସଂଗ୍ରହ

Pradeep Kar

ବ୍ରହ୍ମପୁର : ଗ୍ରୀଷ୍ମରେ ରକ୍ତ ଅଭାବ ଦୂର କରିବାକୁ ଅଶୋକ ନଗର ଯୁବକ ସଂଘ ଏବଂ ସନ୍ତୁ ଆନ୍ନା ସୋସିଆଲ୍ ଓ୍ୱାକର୍ସ ଗ୍ରୁପ୍ ପକ୍ଷରୁ ଆୟୋଜିତ ପାଞ୍ଚଦିନିଆ ରକ୍ତଦାନ ଶିବିର ଉଦ୍‌ଯାପିତ ହୋଇଛି। ଅଶୋକ

ମୁଖ୍ୟ ଖବର

ସ୍ୱର୍ଗତ ଅମୀୟ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରକ୍ତଦାନ ଶିବିର

Pradeep Kar

କୁକୁଡ଼ାଖଣ୍ଡି, କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଇଗଣାବାଡ଼ି ତଥା ପତିତ ପାବନ ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ସିପିଆଇ ଏମ୍

ମୁଖ୍ୟ ଖବର

ଲୋକାର୍ପଣ ହେବ “ମଧୁସୂଦନ ପାଣିଗ୍ରାହୀଙ୍କ ବହୁପ୍ରତିକ୍ଷିତ ଆତ୍ମଜୀବନୀ “ଠିକ୍ ଦୁନିଆ”

Pradeep Kar

ଜନ୍ମଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ବ୍ରହ୍ମପୁର, ଓଡ଼ିଶାର ଆକାଶବାଣୀର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ତଥା “ମଧୁମାୟା ପାଣିଗ୍ରାହୀ” ଫାଉଣ୍ଡେସନର ପ୍ରତିଷ୍ଠାତା ମଧୁସୂଦନ ପାଣିଗ୍ରାହୀଙ୍କ ଜନ୍ମ ଶତବାର୍ଷିକୀ ଓ ବହୁ ପ୍ରତିକ୍ଷିତ ତାଙ୍କର ‘ଆତ୍ମଜୀବନୀ’ ପୁସ୍ତକ

ମୁଖ୍ୟ ଖବର

ଦିବ୍ୟ ଜୀବନ ସଂଘ ମହିଳା ଶାଖା ପକ୍ଷରୁ ମାସ ପାରାୟଣ

Pradeep Kar

ବ୍ରହ୍ମପୁର, ୦୯/୦୬- ଦିବ୍ୟ ଜୀବନ ସଂଘ ମହିଳା ଶାଖା ତରଫରୁ ପବିତ୍ର ପୁରୁଷୋତ୍ତମ ମାସରେ ଆଶ୍ରମ ପରିସରରେ ଶ୍ରୀରାମ ଚରିତମାନସ ମାସ ପାରାୟଣ ଅନୁଷ୍ଠିତ ହୋଇଯାଇଛି। ଆଜି ମାସ ପାରାୟଣର ଚତୁର୍ବିଂଶ ଦିବସରେ ଆଶ୍ରମ