ସ୍ୱର୍ଗତ ଅମୀୟ ଦାସଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରକ୍ତଦାନ ଶିବିର

Pradeep Kar

କୁକୁଡ଼ାଖଣ୍ଡି, କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବାଇଗଣାବାଡ଼ି ତଥା ପତିତ ପାବନ ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମୁଖ୍ୟ ବକ୍ତା ଭାବେ ସିପିଆଇ ଏମ୍ ର ବରିଷ୍ଟ ନେତା ଶ୍ରୀଯୁକ୍ତ ଅଳି କିଶୋର ପଟ୍ଟନାୟକ,ସାନଖେମୁଣ୍ଡି ବିଧାୟକ ପ୍ରତିନିଧି ଶ୍ରୀ ଯୁକ୍ତ ପିଣ୍ଟୁ ଜେନା,ଯୁବ ସମାଜ ସେବୀ ବିକାଶ ପଶୁପାଳ, ଯୁଧିଷ୍ଟିର ବେହେରା,ବ୍ଲକ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର,ଜିଲ୍ଲାପରିଷଦ ଶ୍ରୀମତୀ ଶିବାନୀ ସେଠୀ,ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ,ବାଇଗଣବାଡ଼ି ସମିତି ସଭାପତି ରଜିତ୍ ପାତ୍ର,ବିଦ୍ୟାଧର ଜେନା,ବିଜୟ ବିଶୋୟୀ,କୈଳାଶ ଷଡ଼ଙ୍ଗୀ,କୈଳାଶ ଚନ୍ଦ୍ର ବିଶୋୟୀ,କୋର ଗୌଡ଼ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ରକ୍ତ ଦାନ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା।ସୁଶାନ୍ତ କୁମାର ବିଷୟୀଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବସନ୍ତ ପାତ୍ର,ସନାତନ ଗୌଡ଼,ବିଜୟ ଗୌଡ଼,ହରେକୃଷ୍ଣ ପାତ୍ର, ବାବୁ ଦାସ,ଶିବ ଦାସ,ଉଚ୍ଚବ ଦାସ,ସନାତନ ଦାସ,ସତ୍ୟ ବାହାନ ବିଶୋୟୀ,ଦାଶରଥି ଦାସ,ଶିବରାମ ଦାସ, ପାଣ ଦାସ,ସୁନୀଲ ଗୌଡ଼,ଉଦ୍ଧବ ଦାସ,ରାଜେଶ ଦାସ,ଶୁଭମ୍ ଗୌଡ଼,ସୀମାଞ୍ଚଳ, ମିକନ ଦାସ,ଚତୁର ପାତ୍ର, ଅଚ୍ୟୁତ ନନ୍ଦ ଦାସ,ନରେନ୍ଦ୍ର ଦାସ,ଦୀପକ ଦାସ,ଶ୍ରିନୁ ଦାସ,ମିଥୁନ ଦାସ,ମାଧବ ଦାସ,ବାଦଲ ଦାସ,ବାପିନି ଦାସ,ଆଜନ ଦାସ,କିଷାନ୍ ଦାସ,ରାଜା ଦାସ,ପ୍ରଶାନ୍ତ ବିଶୋୟୀ,ଜିତେନ୍ଦ୍ର ଦାସ,ଶଙ୍କର ଦାସ,ଡ୍ରାଇଭର ଦାସ,ବପିନି ପାତ୍ର,ସଲୁ ଜେନା,ଶୁଭମ୍ ଦାସ ,ବଳରାମ ଗୌଡ଼, ପ୍ରହଲ୍ଲାଦ ପାତ୍ର,ପିଣ୍ଟୁ ଗୌଡ଼,ପ୍ରଭାତ ଦାସ,ପ୍ରଶାନ୍ତ ଦାସ,ବିଜୁ ଦାସ,ଜଗନ୍ନାଥ ଗୌଡ଼,ସୀମାଞ୍ଚଳ ଗୌଡ଼,ବସନ୍ତ ବିଶୋୟୀ, ମୃତ୍ୟୁଞ୍ଜୟ ପାତ୍ର,ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପରିଚାଳନ କରିଥିଲେ ,100 ୟୁନିଟ୍ ବ୍ଲଡ ସଂଗ୍ରହ କରି ରେଡ୍ କ୍ରସ କୁ ପ୍ରଦାନ କରାଗଲା l

Also Read

Tags