ମୁଖ୍ୟ ଖବର ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ରାକେଟ୍ ମାମଲାରେ ୫ ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡ Pradeep Kar September 19, 2026 ତା. ୧୯.୦୯.୨୦୨୬ ଗଞ୍ଜାମ ଜିଲ୍ଲାରେ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ଅର୍ଥ କାରବାର ଓ ଠକେଇ ମାମଲାରେ ଖଲ୍ଲିକୋଟ ଜେଏମ୍ଏଫସି ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ
ମୁଖ୍ୟ ଖବର ବେଆଇନ୍ ଗୁଟକା କାରଖାନା ଉପରେ ପୋଲିସର ଚଢଉ Pradeep Kar September 19, 2026 ବ୍ରହ୍ମପୁର : ନିମଖଣ୍ଡି ଥାନା ଅନ୍ତର୍ଗତ ଚଣ୍ଡିପଦର ମୁଖ୍ୟରାସ୍ତା ପାର୍ଶ୍ୱରେ ଚାଲିଥିବା ଏକ ବେଆଇନ୍ ଗୁଟକା କାରଖାନା ଉପରେ ଶୁକ୍ରବାର ସନ୍ଧ୍ୟାରେ ଭାରତ ସରକାର ବସ୍ତୁ ଏବଂ ସେବା କର ସୂଚନା ମହାନିର୍ଦେଶାଳୟ ଭୁବନେଶ୍ବର
ମୁଖ୍ୟ ଖବର ନଦୀରେ ଭାଷାଣୀ ବେଳେ ଯୁବକ ଭାସି ନିଖୋଜ Pradeep Kar September 19, 2026 ପୁରୁଷୋତ୍ତମପୁର: ଗତକାଲି ଋଷିକୂଲ୍ୟା ନଦୀରେ ଭାଷାଣୀ ବେଳେ ଯୁବକ ଭାସି ନିଖୋଜ ଘଟଣା, ଆଜି ସକାଳୁ ଅଲାରୀ ଗାଆଁ ନିକଟ ନଦୀ କୁଳରୁ ମୃତ ଶରୀର ଉଦ୍ଧାର ହୋଇଛି, ବର୍ତ୍ତମାନ ଶବକୁ ଉଦ୍ଧାର କରି
ମୁଖ୍ୟ ଖବର ଗୋପାଳପୁରରେ ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬ ପାଳିତ Pradeep Kar September 19, 2026 ଛତ୍ରପୁର, ତା. ୧୯/୦୯: “ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର” ବାର୍ତ୍ତାକୁ ନେଇ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଆଜି ଆନ୍ତର୍ଜାତୀୟ ସମୁଦ୍ରତଟ ସଫେଇ ଦିବସ-୨୦୨୬ ପାଳିତ ହୋଇଯାଇଛି। ସମୁଦ୍ରତଟକୁ ପ୍ଲାଷ୍ଟିକ ଓ ବର୍ଜ୍ୟମୁକ୍ତ ରଖିବା
ଜାତୀୟ ମଧ୍ୟପ୍ରଦେଶରେ ଭାସି ଯାଇ ୭ ଓଡ଼ିଆ ମୃତ Pradeep Kar September 19, 2026 ମଧ୍ୟପ୍ରଦେଶରେ ଭାସିଗଲା କାର୍, ୭ ଓଡ଼ିଆ ପର୍ଯ୍ୟଟକ ମୃତ I ସମସ୍ତ ମୃତକ ଭୁବନେଶ୍ବର ଜୟଦେବ ବିହାର ଅଞ୍ଚଳର ସୂଚନା I ଗୋଟିଏ ପରିବାରର ପୁଅ, ନାତି, ନାତୁଣୀ ଅଘଟଣରେ ମୃତ-ଝିଅ, ଜ୍ବାଇଁ, ନାତୁଣୀ
ରାଜ୍ୟ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ବିଜେପିର ପ୍ରସ୍ତୁତି ବୈଠକ Pradeep Kar September 19, 2026 ଭବାନୀପାଟଣା: ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଦୁଇଦିନିଆ କଳାହାଣ୍ଡି ଗସ୍ତକୁ ନେଇ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ନେତୃତ୍ଵ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମୁଖ୍ୟ ଖବର ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଭାଦ୍ରବ ପରିକ୍ରମା ଉଦ୍ଯାପନୀ ଉତ୍ସବ Pradeep Kar September 19, 2026 ଜୁନାଗଡ଼, : ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜନ୍ମମାସ ଉପଲକ୍ଷେ ଦୀର୍ଘ ୩୧ ଦିନ ଧରି ଚାଲିଥିବା ଭାଦ୍ରବ ପରିକ୍ରମାର ଉଦ୍ଯାପନୀ ଉତ୍ସବ ଜୁନାଗଡ଼ ସତ୍ସଙ୍ଗ କେନ୍ଦ୍ରରେ ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି। ଏହି
ରାଜ୍ୟ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍ Pradeep Kar September 18, 2026 ଦିନ ଗଡ଼ିବା ସହ ଓଡ଼ିଶାବାସୀଙ୍କ ମନରେ ଶଙ୍କା ବଢ଼ୁଛି । ବଙ୍ଗୋପସାଗରରେ ସୃଷ୍ଟି ହେବ କି ବାତ୍ୟା ? ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବ କି? ଏଭଳି କିଛି ଚର୍ଚ୍ଚା ଆରମ୍ଭ ହୋଇଯାଇଛି
ରାଜ୍ୟ ପୌର ନିର୍ବାଚନ ପାଇଁ ଜାରି ହେଲା ୱାର୍ଡ଼ ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣର ନୂଆ ସମୟସୂଚୀ Pradeep Kar September 18, 2026 ଓଡ଼ିଶାରେ ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏହି କ୍ରମରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡ଼ିକର ୱାର୍ଡ଼ ପୁନଃନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପାଇଁ
ଜାତୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ପ୍ରବେଶ Pradeep Kar September 18, 2026 ଆଣ୍ଡାମାନ ସାଗର ଭିତରକୁ ପ୍ରବେଶ କଲା ସକ୍ରିୟ ଘୂର୍ଣ୍ଣିବଳୟ-ଉତ୍ତର ଥାଇଲ୍ୟାଣ୍ଡ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ପଶ୍ଚିମ ଦିଗ ମୁହାଁ-ଉତ୍ତର ଆଣ୍ଡାମାନ ସାଗର ଓ ଆଖପାଖ ଅଞ୍ଚଳରେ ପ୍ରବେଶ-୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ