ପୁରୁଷୋତ୍ତମପୁର: ଗତକାଲି ଋଷିକୂଲ୍ୟା ନଦୀରେ ଭାଷାଣୀ ବେଳେ ଯୁବକ ଭାସି ନିଖୋଜ ଘଟଣା, ଆଜି ସକାଳୁ ଅଲାରୀ ଗାଆଁ ନିକଟ ନଦୀ କୁଳରୁ ମୃତ ଶରୀର ଉଦ୍ଧାର ହୋଇଛି, ବର୍ତ୍ତମାନ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ଲାଗି ପଠାଯିବ । ମୃତ ଯୁବକ ଜଣଙ୍କ ହେଲେ ସୁମିତ୍ କୁମାର ମିଶ୍ର। ସେ ପୁରୁଷୋତ୍ତମପୁର କଜେଲ ରେ +୩ ର ଛାତ୍ର ଥିଲେ ।
ନଦୀରେ ଭାଷାଣୀ ବେଳେ ଯୁବକ ଭାସି ନିଖୋଜ





