Uncategorized

ଆବୁଧାବିରେ IBPG ସହ ମୁଖ୍ୟମନ୍ତ୍ରୀଙ୍କ ରାଉଣ୍ଡଟେବୁଲ୍ ଆଲୋଚନା

Pradeep Kar

ଆବୁଧାବି/ଭୁବନେଶ୍ୱର,ସେପ୍ଟେମ୍ବର ୯, ୨୦୨୬: ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ଙ୍କ ସହ ଏକ ରାଉଣ୍ଡଟେବୁଲ୍ ଆଲୋଚନାରେ

ମୁଖ୍ୟ ଖବର

ଅଶୋକ ନଗରରେ ୧୯ତମ ସିଦ୍ଧି ବିନାୟକ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Pradeep Kar

ବ୍ରହ୍ମପୁର, ୮/୯/୨୬: ବ୍ରହ୍ମପୁର ଅଶୋକ ନଗର ଷଷ୍ଠ ଲାଇନ ଠାରେ ଅଶୋକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଥିବା ୧୯ତମ ପବିତ୍ର ସିଦ୍ଧି ବିନାୟକ ପୂଜା ଉତ୍ସବର ଶୁଭାରମ୍ଭ ହୋଇଛି। ଏହି

ରାଜ୍ୟ

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ

Pradeep Kar

କଟକ, ୦୮.୦୯.୨୦୨୬: ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ

ମୁଖ୍ୟ ଖବର

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ

Pradeep Kar

ବ୍ରହ୍ମପୁର ତା – 08/09/2026. ସ୍ଥାନୀୟ ସରକାରୀ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌରପାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି I ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଅଧିକାରୀ

ରାଜ୍ୟ

ରାଷ୍ଟ୍ରୀୟ ସଫେଇ କର୍ମଚାରୀ କମିଶନର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଶ୍ରୀ କେଶବ ବିହାରୀ

Pradeep Kar

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସଫେଇ କର୍ମଚାରୀ କମିଶନ (NCSK)ର ଉପାଧ୍ୟକ୍ଷ ଭାବେ ଶ୍ରୀ କେଶବ ବିହାରୀ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସଫେଇ କର୍ମଚାରୀଙ୍କ ଅଧିକାର, ସାମାଜିକ ସୁରକ୍ଷା, ସମ୍ମାନ ଓ କଲ୍ୟାଣ

ମୁଖ୍ୟ ଖବର

ଯୋଗଧାମର ୩୨ତମ ପ୍ରତିଷ୍ଠା ଦିବସ ୧୪ରେ

Pradeep Kar

ବ୍ରହ୍ମପୁର, ୭/୯ :ବ୍ରହ୍ମପୁର ଗାନ୍ଧୀନଗରସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ଜଗନ୍ନାଥ ସାଂସ୍କୃତିକ ପରିଷଦ (ଯୋଗଧାମ) ପକ୍ଷରୁ ଆସନ୍ତା ୧୪ ସେପ୍ଟେମ୍ବର ୨୦୨୬, ସୋମବାର ଦିନ ଗଣେଶ ଚତୁର୍ଥୀ ଅବସରରେ ଅନୁଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସ

ମୁଖ୍ୟ ଖବର

ଜଗଦଳପୁର ତ୍ରିଶକ୍ତି ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Pradeep Kar

କୁକୁଡ଼ାଖଣ୍ଡି ,୦୭/୦୯/୨୬: ଜଗଦଳପୁର ଗ୍ରାମର ତ୍ରିଶକ୍ତି ସଂଘ ପକ୍ଷରୁ ମାଁ ତାରା ତାରିଣୀଙ୍କ ପୀଠରେ ଏକ ବନ୍ଧୁ ମିଳନ ଓ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ

ମୁଖ୍ୟ ଖବର

ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚକୁ ଏ ଥର ବଡ ପରଦାରେ‘ଦଣ୍ଡକାଳୀ’

Pradeep Kar

ଗଞ୍ଜାମର ପ୍ରସିଦ୍ଧ ତଥା ପାରମ୍ପରିକ ସାଂସ୍କୃତିକ ଦଣ୍ଡନାଚକୁ ଆଧାର କରି ନିର୍ମିତ ହୋଇଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଦଣ୍ଡକାଳୀ’। ରଜଶ୍ରୀ ସିନେକ୍ରାଫ୍ଟ ପକ୍ଷରୁ ପ୍ରଯୋଜିତ ଏହି ଚଳଚ୍ଚିତ୍ର ରାଜଶ୍ରୀ ସିନେ କ୍ରାଫ୍ଟର ପ୍ରଥମ ଅବଦାନ

ମୁଖ୍ୟ ଖବର

୧୨ରେ ବ୍ରହ୍ମପୁରରେ ତୃତୀୟ ଜାତୀୟ ଲୋକ ଅଦାଲତ ଆପୋଷ ବୁଝାମଣାରେ ମାଗଣାରେ ହେବ ମାମଲା ଗୁଡିକର ସମାଧାନ

Pradeep Kar

ବ୍ରହ୍ମପୁର, ତା. ୦୮/୦୯/୨୦୨୬: ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଞ୍ଜାମ ପକ୍ଷରୁ ଚଳିତମାସ ୧୨ ତାରିଖରେ ବ୍ରହ୍ମପୁରସ୍ଥିତ ସିଭିଲ୍ କୋର୍ଟ ପରିସରରେ ‘ତୃତୀୟ ଜାତୀୟ ଲୋକ ଅଦାଲତ’

ମୁଖ୍ୟ ଖବର

ଆର୍ଯ୍ୟପଲ୍ଲୀରେ ସାମୁହିକ ସଫେଇ କାର୍ଯ୍ୟକ୍ରମହାତରେ ଝାଡୁ ଓ କୋଡ଼ି ଧରି ସଫେଇ କଲେ ଗଞ୍ଜାମ ଜିଲ୍ଲାପାଳ

Pradeep Kar

ଛତ୍ରପୁର, ତା ୮/୯/୨୦୨୬: ‘ଆମ ଗଞ୍ଜାମ, ସ୍ୱଚ୍ଛ ଗଞ୍ଜାମ’ ଅଭିଯାନ ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ମଙ୍ଗଳବାର ସାମୁହିକ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏହି କ୍ରମରେ ଆଜି ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ