ରାଜ୍ୟ କ୍ଷତ୍ରିୟବରପୁର ମହାବିଦ୍ୟାଳୟରେ ନିର୍ବାଚନ ସାକ୍ଷରତା କ୍ଲବ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ Pradeep Kar August 7, 2026 ସୋରଡ଼ା, ୭/୮/୨୦୨୬: ୧୨୯ ସୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ, କ୍ଷତ୍ରିୟବରପୁରରେ ନିର୍ବାଚନ ସାକ୍ଷରତା କ୍ଲବ୍ (ଇଏଲ୍ସି) ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା,
ରାଜ୍ୟ ବ୍ରହ୍ମପୁର ଉପଖଣ୍ଡରେ ବିଭିନ୍ନ ରାଜନୈତିକ ଦଳଙ୍କୁ ଫର୍ମ ବଣ୍ଟନ Pradeep Kar August 7, 2026 ବ୍ରହ୍ମପୁର- ୦୭. ୦୮.୨୦୨୬ – ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଏକ ସଭା ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ସ୍ୱତନ୍ତ୍ର ସଘନ ସଂଶୋଧନ
ମୁଖ୍ୟ ଖବର ବିଇଏମସିରେ ଠିକାଦାରମାନଙ୍କ ଶାନ୍ତିପୂର୍ଣ୍ଣ ଧାରଣା, ପେଣ୍ଡିଂ ବିଲ୍ ପରିଶୋଧ ଦାବି Pradeep Kar August 7, 2026 ବ୍ରହ୍ମପୁର, ୭ ଅଗଷ୍ଟ: ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପେଣ୍ଡିଂ ବିଲ୍ ପରିଶୋଧ ଦାବିରେ ଶୁକ୍ରବାର ବହୁ ସଂଖ୍ୟକ ଠିକାଦାର ବିଇଏମସି କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିଲେ।
ରାଜ୍ୟ ଭରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର ରାଜ୍ୟ ସମ୍ପାଦକ ଚିନ୍ମୟ ,ସହସମ୍ପାଦକ ସୁପ୍ରଭା,ସଂଗଠନ ସମ୍ପାଦକ ଭାବରେ ସୁଚିତ୍ରା ନିର୍ବାଚିତ Pradeep Kar August 6, 2026 ବ୍ରହ୍ମପୁର, ତାରିଖ : ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଗତ ତା. ୩୦/୦୧/୨୦୨୬ ରିଖରେ ଭୁବନେଶ୍ଵର ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଜି. ଗୋପାଳ ରାମାନୁଜମ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଅଧିବେଶନରେ
ରାଜ୍ୟ ଏସ୍ଆଇଆର୍ – ୨୦୨୬ ଅଧୀନରେ ଚାଲିଥିବା ଭୋଟର ତାଲିକା ଯାଞ୍ଚ, ୯୯.୭୫ ନୋଟିସ୍ ବିତରଣ ୬୪.୨୯ ପ୍ରତିଶତ ଶୁଣାଣି ସମ୍ପନ୍ନ Pradeep Kar August 6, 2026 ଗଞ୍ଜାମରେ ୯୯.୭୫ ପ୍ରତିଶତ ନୋଟିସ୍ ବିତରଣ, ୬୪.୨୯ ପ୍ରତିଶତ ଶୁଣାଣି ସମ୍ପନ୍ନ୨୨,୬୩,୦୧୭ଟି ଆବେଦନ ଅନ୍ତିମ ପ୍ରକାଶନ ପାଇଁ ସଂରକ୍ଷିତ; ପୋଲସରାରେ ସର୍ବାଧିକ ୨,୦୦,୪୮୩ଟି ଆବେଦନ ସଂରକ୍ଷିତ ଛତ୍ରପୁର, ତା. ୦୬.୦୮.୨୦୨୬: ଗଞ୍ଜାମ ଜିଲ୍ଲାର ୧୩ଟି
ରାଜ୍ୟ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ Pradeep Kar August 6, 2026 ଛତ୍ରପୁର, ୦୬.୦୮.୨୦୨୬: ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ, ଗଞ୍ଜାମ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ଅବସରରେ ଆଜି ଛତ୍ରପୁର ବ୍ଲକ ସ୍ଥିତ ସୁଭଦ୍ରା ଶକ୍ତି କେନ୍ଦ୍ରଠାରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ରାଜ୍ୟ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପେନସନର ମାନଙ୍କ ଧାରଣା Pradeep Kar August 6, 2026 ବ୍ରହ୍ମପୁର, ତା 5.8.26 ରିଖରେ ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ଗଞ୍ଜାମ ଜିଲ୍ଲା ଶାଖାର ଶତାଧିକ ସଭ୍ୟ ସଭାପତି ଡି. ମୋହନ ରାଓଙ୍କ ନେତୃତ୍ଵରେ ଗଞ୍ଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ
ମୁଖ୍ୟ ଖବର ତୃପ୍ତି ଓ ତପସ୍ୟାର ପୀଠ ତପ୍ତପାଣି Pradeep Kar August 5, 2026 ତପ୍ତପାଣି (ସାନଖେମୁଣ୍ଡି), ତା. ୦୪.୦୮.୨୦୨୬: ପୂର୍ବଘାଟ ପର୍ବତମାଳାର ସବୁଜ ଅରଣ୍ୟର କୋଳରେ, ପ୍ରକୃତିର ନିରବ ସଙ୍ଗୀତ, ଉଷ୍ଣପ୍ରସ୍ରବଣର ଅବିରତ ଉଷ୍ମତା ଓ ଆଧ୍ୟାତ୍ମିକ ଆସ୍ଥାର ଦିବ୍ୟ ଆଲୋକରେ ଶତାବ୍ଦୀ ଧରି ନିଜର ସ୍ୱତନ୍ତ୍ର ପରିଚୟ
ମୁଖ୍ୟ ଖବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଷ୍ଠାପର ଜନସେବା ଓ ଉଚ୍ଚ ମାନବୀୟ ସମ୍ବେଦନଶୀଳତାର ଆଉ ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି Pradeep Kar August 5, 2026 ବ୍ରହ୍ମପୁର, ୫/୮ : ଓଡ଼ିଶା ସରକାରଙ୍କ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିଷ୍ଠାପର ଜନସେବା ଓ ଉଚ୍ଚ ମାନବୀୟ ସମ୍ବେଦନଶୀଳତାର ଆଉ ଏକ ଦୃଷ୍ଟାନ୍ତ ସାମ୍ନାକୁ ଆସିଛି
ରାଜ୍ୟ ଆସନ୍ତା 16 ରୁ ଲୋୟର ପିଏମଜି ରେ ଅନିର୍ଦ୍ଦିଷ୍ଟକାଳୀନ ଧାରଣାରେ ବସିବ ଓଏସଏସଟିଏ Pradeep Kar August 5, 2026 ଆଜି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ୱୟ ସମିତି, ଖୋର୍ଦ୍ଧା ଜିଲ୍ଲା ପକ୍ଷରୁ ଜିଲ୍ଲା ସମ୍ପାଦକ ଶ୍ରୀ ସୁଧାକର ମହାପାତ୍ରଙ୍କ ନେତୃତ୍ୱରେ ଏବଂ ଶ୍ରୀ ଯୋଗେଶ ସାମନ୍ତରାୟଙ୍କ ସଭାପତିତ୍ୱରେ ମଡେଲ ଥାନା ଅନ୍ତର୍ଗତ ପଲ୍ଲାସ୍ଥିତ