ମୁଖ୍ୟ ଖବର

ଓଡ଼ିଶା ବନ୍ଦକୁ ସମର୍ଥନ ପାଇଁ ଭକ୍ତ ଦାସଙ୍କ ଅପିଲ୍‌

Pradeep Kar

ଓଡ଼ିଶା ବନ୍ଦ ପାଳନକୁ ନେଇ ମିଳିତ ବିରୋଧୀ ଦଳଙ୍କ ସାମ୍ବାଦିକ ସମ୍ମିଳନୀ । ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ I କାଲିଠୁ ୮ ତାରିଖ ଯାଏଁ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ

ମୁଖ୍ୟ ଖବର

ସାମୂହିକ ସଫେଇ ଅଭିଯାନରେ ସାମିଲ ହୋଇ ଶ୍ରମଦାନ କଲେ ଶ୍ରୀ ସିଦ୍ଧାନ୍ତ ମହାପାତ୍ର

Pradeep Kar

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଦିଗପହଣ୍ଡି ଏନ୍.ଏ.ସି. (NAC) ଅନ୍ତର୍ଗତ ପୁଞ୍ଜିକୟାଁ ବନ୍ଧ ପରିସରରେ ଆୟୋଜିତ ସାମୂହିକ ସଫେଇ ଅଭିଯାନରେ ସାମିଲ ହୋଇ ଶ୍ରମଦାନ କଲେ ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ବାପୁଜୀ

ମୁଖ୍ୟ ଖବର

ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ

Pradeep Kar

ଆହତ ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ I ଅଧିକ ଚିକିତ୍ସା ପାଇଁ ଆବୁଧାବୀକୁ ଏୟାରଲିଫ୍ଟ I ଫ୍ଲାଏଦୁବାଇ ବିମାନରେ ସହକାରୀ ପାଇଲଟ ଛୁରି ମାରିଥିଲେ I କକପିଟ୍‌ରେ ଛୁରିମାଡ଼ ସତ୍ତ୍ବେ ୧୮୦ ଯାତ୍ରୀଙ୍କ ଜୀବନ

ମୁଖ୍ୟ ଖବର

ଇନରହ୍ଵିଲ ପକ୍ଷରୁ ହ୍ୱିଲ ଚେୟାର ପ୍ରଦାନ

Pradeep Kar

ଇନରହ୍ଵିଲ ପକ୍ଷରୁ ଦିବ୍ୟାଙ୍ଗ ଯିବା ଆସିବା ସୁବିଧା ସକାଶେ ବ୍ରହ୍ମପୁର ରେଳ ଷ୍ଟେସନରେ ଏକ ହ୍ଵିଲ ବ୍ରହ୍ମପୁର ପକ୍ଷରୁ ହ୍ୱିଲ ଚେୟାର ଷ୍ଟେସନ ମ୍ୟାନେଜର ଙ୍କ ଜରିଆରେ ପ୍ରଦାନ କାଯାଇଛି ।

ମୁଖ୍ୟ ଖବର

ପ୍ରାଣୀ ଆମ୍ବୁଲାନ୍ସ ଅଛି, ଷ୍ଟ୍ରେଚର ନାହିଁ । ଆହତ ପଶୁଙ୍କୁ ଟାଣି ଆଣିବାକୁ ପଡ଼ୁଛି, ବଢ଼ୁଛି ଯନ୍ତ୍ରଣା

Pradeep Kar

ବ୍ରହ୍ମପୁର; ୦୧/୧୦ : ପଶୁଙ୍କ ସୁରକ୍ଷା, ଉଦ୍ଧାର ଓ ଚିକିତ୍ସାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ପ୍ରାଣୀ ଉଦ୍ଧାର ଯାନ ତଥା ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି।

ମୁଖ୍ୟ ଖବର

ଭବାନୀପାଟଣାରେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ କାର୍ଯ୍ୟକ୍ରମ

Pradeep Kar

ଭବାନୀପାଟଣା: ସ୍ୱଚ୍ଛ ଭାରତ ଅଭିଯାନର ଅଂଶ ଭାବେ ଗାନ୍ଧୀ ଜୟନ୍ତୀ ଅବସରରେ ଭବାନୀପାଟଣା ଠାରେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ କାର୍ଯ୍ୟକ୍ରମ ରିଲାଏନ୍ସ ଫାଉଣ୍ଡେସନ, କର୍ତ୍ତଵ୍ୟ ଓ ସହଯୋଗୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ, ଆଶା,

ମୁଖ୍ୟ ଖବର

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

Pradeep Kar

ଭବାନୀପାଟଣା ତା ୨.୧୦.୨୦୨୬: ଆଜି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତନ୍ମୟ କୁମାର ଦରୱାନ

ମୁଖ୍ୟ ଖବର

ଗାନ୍ଧିଜୀ ଓ ଶାସ୍ତ୍ରିଜୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଛତ୍ରପୁରରେ ପାଳିତ

Pradeep Kar

ଛତ୍ରପୁର ତା. 02/10 ଆଜି ଗଞ୍ଜାମ ଜିଲ୍ଲାସ୍ତରୀୟ ୧୫୭ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ୧୨୨ ତମ ଜୟନ୍ତୀ ପୋଲିସ୍ ପ୍ୟାରେଡ ପଡିଆ ନିକଟସ୍ଥ ଗାନ୍ଧୀଙ୍କ

ମୁଖ୍ୟ ଖବର

ପ୍ରାଚୀନ ପରମ୍ପରାରେ କର୍ଲାପାଟରେ ଖଣ୍ଡୁଆଳ ଦେବୀଙ୍କ ଝାମୁଯାତ୍ରା

Pradeep Kar

ଥୁଆମୂଳ, ରାମପୁର ରିପୋର୍ଟର୍: ବିଷ୍ଣୁ ଚରଣ ସ୍ୱାଇଁ ପ୍ରାଚୀନ ଯୁଗରୁ ଖଣ୍ଡୁଆଳ ମାଳିରେ ଅବସ୍ଥାନ କରିଥିବା ପ୍ରତ୍ୟକ୍ଷ ଦେବୀ ଖଣ୍ଡୁଆଳଙ୍କ ଝାମୁଯାତ୍ରା କଳାହାଣ୍ଡି ଜିଲ୍ଲାର କର୍ଲାପାଟରେ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି। ଶହ

ମୁଖ୍ୟ ଖବର

ବ୍ରହ୍ମପୁରରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

Pradeep Kar

ବ୍ରହ୍ମପୁର, ତା.୦୧.୧୦.୨୦୨୬ରିଖ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ତରଫରୁ ବରିଷ୍ଠ ନାଗରିକ ଦିବସ -୨୦୨୬ ପାଳନ ହୋଇଛି l ଏଥି ନିମନ୍ତେ ହିଲ୍ ପାଟନା ସ୍ଥିତ ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ପରିସରରେ