ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ

Pradeep Kar

ଆହତ ପାଇଲଟ ସ୍ମିତ୍ ମଚ୍ଛାରଙ୍କୁ ଏୟାରଲିଫ୍ଟ I ଅଧିକ ଚିକିତ୍ସା ପାଇଁ ଆବୁଧାବୀକୁ ଏୟାରଲିଫ୍ଟ I ଫ୍ଲାଏଦୁବାଇ ବିମାନରେ ସହକାରୀ ପାଇଲଟ ଛୁରି ମାରିଥିଲେ I କକପିଟ୍‌ରେ ଛୁରିମାଡ଼ ସତ୍ତ୍ବେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ I ଯେଉଁଥିପାଇଁ ସାରା ବିଶ୍ବରୁ ଛୁଟିଛି ପ୍ରଶଂସାର ସୁଅ

Also Read

Tags