ଓଡ଼ିଶା ବନ୍ଦକୁ ସମର୍ଥନ ପାଇଁ ଭକ୍ତ ଦାସଙ୍କ ଅପିଲ୍‌

Pradeep Kar

ଓଡ଼ିଶା ବନ୍ଦ ପାଳନକୁ ନେଇ ମିଳିତ ବିରୋଧୀ ଦଳଙ୍କ ସାମ୍ବାଦିକ ସମ୍ମିଳନୀ । ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ I କାଲିଠୁ ୮ ତାରିଖ ଯାଏଁ ଜିଲ୍ଲାସ୍ତରରେ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ପାଳନ I ଭୋଟ୍ ବଞ୍ଚାଅ, ଦେଶ ବଞ୍ଚାଅ ନାରାରେ ବନ୍ଦ ପାଇଁ ଏକାଠି ହେଲେ ବିରୋଧୀ I ସିପିଆଇଏମ୍, ସିପିଆଇ, ସିପିଆଇ(ML), ଫରୱାର୍ଡ ବ୍ଲକ୍, ସପା ପ୍ରତିନିଧି ଉପସ୍ଥିତ ରହି ବନ୍ଦକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ଓ ରାଜ୍ୟବାସୀଙ୍କୁ ଅପିଲ୍ କଲେ I

Also Read

Tags