ସାମୂହିକ ସଫେଇ ଅଭିଯାନରେ ସାମିଲ ହୋଇ ଶ୍ରମଦାନ କଲେ ଶ୍ରୀ ସିଦ୍ଧାନ୍ତ ମହାପାତ୍ର

Pradeep Kar

ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଦିଗପହଣ୍ଡି ଏନ୍.ଏ.ସି. (NAC) ଅନ୍ତର୍ଗତ ପୁଞ୍ଜିକୟାଁ ବନ୍ଧ ପରିସରରେ ଆୟୋଜିତ ସାମୂହିକ ସଫେଇ ଅଭିଯାନରେ ସାମିଲ ହୋଇ ଶ୍ରମଦାନ କଲେ ମାନ୍ୟବର ବିଧାୟକ ଶ୍ରୀ ସିଦ୍ଧାନ୍ତ ମହାପାତ୍ର ବାପୁଜୀ ସର୍ବଦା ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିଲେ। ଆସନ୍ତୁ ଆମେ ସମସ୍ତେ ମିଶି ନିଜ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ଏକ ସୁସ୍ଥ ସମାଜ ଗଠନ ଦିଗରେ ସଂକଳ୍ପବଦ୍ଧ ହେବ

Also Read

Tags