ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଗଞ୍ଜାମ ଜିଲ୍ଲା ଶାଖା କ୍ରମାଗତ ଭାବେ ଓଡିଶା ଭଳି ଉପକୁଳ ଅଂଚଳ ରେ ସମୁଦ୍ର ଯୋଗୁଁ ବାୟୁ ରେ ପ୍ରଚୁର ପରିମାଣ ରେ ଆଦ୍ରତା ଥାଏ ତେଣୁ ଏଠାରେ ଗୁଳୁଗୁଳି ଜନିତ ଗରମ ହାୱା ସବୁଠୁ ବେଶୀ ବିପଦ ର ଆଶଙ୍କା ସୃଷ୍ଟି କରୁଛି. ତେଣୁ ଗ୍ରୀଷ୍ମ କାଳୀନ ସୁରକ୍ଷା ଦୃଷ୍ଟି ରୂ 200 ଜଣ ଦୁର୍ବଳ ଶ୍ରମିକ, ରିକ୍ସା ଵାଲା, ରାସ୍ତା ର ଫୁଟପାଥ ବିକ୍ରେତା ଏବଂ ଦିନ ମଜୁରିଆ ଙ୍କୁ ଛତା, ଟୋପି, ଗାମୁଛା ବଣ୍ଟନ କରାଯାଇଛି. ଯାହାକି ସେମାନଂକୁ ପ୍ରଚଣ୍ତ ଗ୍ରୀଷ୍ମ-ତାପ ରୂ ସୁରକ୍ଷିତ ରଖିବା ସହ ଏସବୁ ଉପକରଣ ସବୁଦିନ ବ୍ୟବହାର କରି ଆମେ ଗରମ ଜନିତ ବିପଦ ଆଶଙ୍କା କୁ କମାଇପାରିବା. ଏହି ସଚେତନ କାର୍ଯକ୍ରମ ପୂର୍ବାହ୍ନ ଦଶଘଣ୍ଟା ଠାରୁ ଆରମ୍ଭ ହୋଇ ଅପରାହ୍ନ ପାଞ୍ଚ ଟା ପର୍ଯନ୍ତ ଚାଲିଥିଲା. ଘୋଳ ଦହି, ସିୟାଶୀଡ଼ ମିଶ୍ରିତ ମିଶ୍ରି ପଣା ପାଞ୍ଚ ହଜାର ଲୋକଙ୍କୁ ବିତରଣ କରାଯାଇଥିଲା. ସମିତି ର ଜିଲ୍ଲା ସଭାପତି ଧିରେନ ମହାରଣା ଙ୍କ ତତ୍ଵାବଧାନ ରେ, ରାଜ୍ୟ ଯୁଗ୍ମ ସମ୍ପାଦକ ପ୍ରମୋଦ ମହାରଣା, ଜିଲ୍ଲା ଉପଦେଷ୍ଟା ସୁବାଷ ଚନ୍ଦ୍ର ମହାରଣା, ଜିଲ୍ଲା କୋଷାଧକ୍ଷ ମହେଶ ଚନ୍ଦ୍ର ମହାରଣା ଜିଲ୍ଲା ସହ-ସମ୍ପାଦକ ପ୍ରଶାନ୍ତ ମହାରଣା, ବିଶ୍ଵଦେବ ଭାଇ, ଲଷ୍ମୀ ନାରାୟଣ ମହାରଣା,ଶ୍ରଦ୍ଧା ଫାଉଣ୍ଡେସନ ସ୍ବେଛାସେବୀ ସଂଗଠନ ର ପ୍ରଣବ ପଣ୍ଡା, ଶ୍ରଦ୍ଧାଞ୍ଜଳୀ, ନିବେଦିତା ମହାରଣା, ବସନ୍ତ ଶତପଥୀ, ଡା.ସୁରଜିତ ପାଣିଗ୍ରାହୀ,ମନୋଜ ମହାପାତ୍ର, ଚନ୍ଦ୍ରମଣି ପାତ୍ର, ବିଜୟ ରାମ ପାଣିଗ୍ରାହୀ, ଅନିତା ଦାସ, ପ୍ରଜ୍ଞାନୀ ପଣ୍ଡା, ଆସ୍ତା ହସ୍ପିଟାଲ ର ପ୍ରଭାକର ପାଢ଼ୀ, ସସ୍ମିତା ପାଢ଼ୀ, ଫ୍ରେଣ୍ଡସ ଗ୍ରୁପ ର ସୂର୍ଯ୍ୟ ପଣ୍ଡା, ମୁକୁନ୍ଦ ପାଣିଗ୍ରାହୀ, ପ୍ରକାଶ ସାହୁ, ପୁଷ୍କର ନାୟକ, ବିନୋଦ ଚୌଧୁରୀ, ବୃନ୍ଦାବନ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ.ଆଗାମୀ ଦିନ ରେ ଏପରି ଜନ ହିତକର କାର୍ଯ୍ୟକ୍ରମ କରାଯିବ ବୋଲି ଧିରେନ ମହାରଣା ଜଣାଇଛନ୍ତି
ଜିଲ୍ଲା ସଭାପତି ଧିରେନ ମହାରଣା ସଂଯୋଜନା ରେ ହିଟେୱାବ ସଚେତନ ଏବଂ ରିଲିଫ କାର୍ଯ୍ୟକ୍ରମ ଭାବାନଗର ଛକ ରେ ଆୟୋଜିତ ହୋଇଯାଇଛି





