କନିଷିରେ ବିଶ୍ଵଯୋଗ ଦିବସ ପାଳିତ

Pradeep Kar

ରଙ୍ଗେଇଲୁଣ୍ଡା : ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ରଙ୍ଗେଇଲୁଣ୍ଡା ବ୍ଲକ ପରିସରରେ ବିଶ୍ଵ ଯୋଗ ଦିବସ ପାଳିତ ହୋଇଯାଇଛି। ଏଥିରେ ରାଜ୍ୟ ବାଣିଜ୍ୟ, ପରିବହ, ଇସ୍ପାତ ଓ ଖଣୀ ମନ୍ତ୍ରୀ ବିଭୂତି ଭୂଷଣ ଜେନା , ବିଡିୟ ବିଶ୍ଵଜିତ ରାୟଙ୍କ ସମେତ ବ୍ଲକ ସ୍ତରୀୟ ଅଧିକାରୀ, ଯୁବକ -ଯୁବତୀ ଏବଂ ବହୁ ସଂଖ୍ୟକ । ଜନସାଧାରଣ ଯୋଗଦେଇ ଥିଲେ । ଏହି ଅବସରରେ ସୁସ୍ଥ , ନିରୋଗ ଓ ସନ୍ତୁଳିତ ଜୀବନଯାପନ ପାଇଁ ନିୟମିତ ଯୋଗାଭ୍ୟାସର ଗୁରୁତ୍ୱ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା । ସୁସ୍ଥ ଜୀବନ ପାଇଁ ନିୟମିତ ଯୋଗାଭ୍ୟାସ କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ ।

Also Read

Tags