ଦିଗପହଣ୍ଡି , : ଦିଗପହଣ୍ଡି NAC ସ୍ଥିତ କଳିଙ୍ଗ ବୈଶ୍ୟ ଭବନ ଠାରେ ଆୟୋଜିତ ‘ଖେମୁଣ୍ଡି ଲୋକ ମହୋତ୍ସବ’ର ଅବସରରେ ‘ଲୋକକଳା ପ୍ରଦର୍ଶନୀ’ର ଶୁଭ ଉଦଘାଟନ କଲେ ମାନ୍ୟବର ବିଧାୟକ ଶ୍ରୀ Sidhant Mohapatra ମହୋଦୟ ଆମ ଅଞ୍ଚଳର ଏହି ସମୃଦ୍ଧ କଳା, ଐତିହ୍ୟ ଓ ସଂସ୍କୃତି ହେଉଛି ଆମ ସମସ୍ତଙ୍କର ପ୍ରକୃତ ଗର୍ବ ଓ ଗୌରବ। ଏହି କଳାକୁ ବଞ୍ଚାଇ ରଖିଥିବା ସମସ୍ତ କଳାକାର ଓ ଆୟୋଜକ ମଣ୍ଡଳୀଙ୍କୁ ମୋର ଅନେକ ଅନେକ ସାଧୁବାଦ I
‘ଖେମୁଣ୍ଡି ଲୋକ ମହୋତ୍ସବ’ରେ ‘ଲୋକକଳା ପ୍ରଦର୍ଶନୀ’ର ଶୁଭ ଉଦଘାଟନ କଲେ ସିଦ୍ଧାନ୍ତ ମହାପାତ୍ର





