ବୋରିପଦର ହାଇ ସ୍କୁଲ ମାଟ୍ରିକ ବୟ।ନବେ ବ୍ୟାଚ ର ଦ୍ଵିତୀୟ ବନ୍ଧୁ ମିଳନ ଉତ୍ସବ ଲୋକନାଥେଶ୍ୱର୍ ମନ୍ଦିର ନିକଟରେ ଅନୁଷ୍ଠିତ

Pradeep Kar

ବୋରୀପଦର ହାଇ ସ୍କୁଲ ମାଟ୍ରିକ ବୟ।ନବେ ବ୍ୟାଚ୍ ର ଦ୍ଵିତୀୟ ବନ୍ଧୁ ମିଳନ ଉତ୍ସବ ବୋରିପଦର୍ ହାଇ ସ୍କୁଲ ନିକଟସ୍ଥ ମଧୂବନ ଲୋକନ।ଥେଶ୍ୱର୍ ମନ୍ଦିର ନିକଟରେ ମହା ଆନନ୍ଦରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଗିରିଧାରୀ ଭାଇ ପ୍ରଭୁ ଶ୍ରୀ ଲୋକାଥେଶ୍ୱର ଙ୍କ ଠାରେ ସମସ୍ତଙ୍କ ପାଇଁ ଆଶୀର୍ବାଦ ଓ ଶୁଭକାମନା ମନାସୀବା ସହ ଜୀଵନ ସୁଖମୟ ଜୀବନ କାମନା କରିଥଲେ। ନିଜ ଶିକ୍ଷକତା ଜୀବନର ଅନୁଭୂତି ବର୍ଣ୍ଣନା କରିଥିଲେ, ମନୋରଞ୍ଜନ ପାଣିଗ୍ରାହୀ ମଧ୍ୟ ଦ୍ବିତୀୟ ଅଭିଭାଷଣରେ ସମସ୍ତଙ୍କ ସୁଖ ମନାସୀ ଥିଲେ। ସମସ୍ତେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ବିଶୁ ଭାଇ, ଦୁର୍ଗା ଭାଇ, ଶିବ ଭାଇ, ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ,ଏବଂ ପରିଶେଷରେ ପ୍ରସାଦ ସେବନ କରିବା ସହ ଗ୍ରୁପ୍ ର ଫୋଟ ସେୟାର କରିଥିଲେ। ବୁଲୁ, ଅନିଲ ପାଢ଼ୀ, ଅନୀଲ ପାଣିଗ୍ରାହୀ, ଦୁଃଖିଶ୍ୟାମ, ପ୍ରଦୀପ୍ତ, ଗୌରାଙ୍ଗ, ଅରୁଣ, କୁନା, ମୁରଲୀ, ନିରଞ୍ଜନ, କୋମଳ, ଶିବରାମ, ଗିରିଧାରୀ, ଜିତେନ୍ଦ୍ର, ହୃଷି, ନଳିନୀ, ବୃନ୍ଦାବନ, ତାରିଣୀ, ରାଧାମୋହନ, ବବିତା,ମାମି, ସୁଷମା, ଆରତୀ, ମମତା, ଜୟଲକ୍ଷ୍ମି, ଙ୍କ ସମେତ ସମସ୍ତେ ଯୋଗଦାନ କରିଥିଲେ l

Also Read

Tags