ବ୍ରହ୍ମପୁର, ୮/୮ ପୂର୍ବତନ ଛାତ୍ର ନେତା ତଥା ଛାତ୍ର କଂଗ୍ରେସ ର ଯୁବ ନେତା ଶହୀଦ୍ ରବି ମହାପାତ୍ର ଙ୍କ ପୂଣ୍ୟ ତିଥି ଅବସରରେ ବ୍ରହ୍ମପୁର ଅର୍ଣ୍ଣପୂର୍ଣ୍ଣା ମାର୍କେଟ ଛକ ସ୍ଥିତ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ସୃତି ଚାରଣ କରାଯାଇ ଥିଲା । ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ପ୍ରମୋଦ ଜେନା,ବୃନ୍ଦାବନ ଖଟେଇ,ଯୋଗୀ ବେହେରା,ତ୍ରିପତି ପାତ୍ର,ନିରଞ୍ଜନ ପାଣିଗ୍ରାହୀ ଙ୍କ ସମେତ ବହୁ ବିଶିଷ୍ଟ ସମାଜସେବୀ,ଛାତ୍ର ନେତା ଉପ ସ୍ଥିତ ଥିଲେ।
ପୂର୍ବତନ ଛାତ୍ର ନେତା ଶହୀଦ୍ ରବି ମହାପାତ୍ର ଙ୍କ ପୂଣ୍ୟତିଥି ଦିବସ ପାଳିତ





