ଆଜି ତା- ୧୩.୦୮.୨୦୨୬ ରିଖ ଗୁରୁବାର ଅପରାହ୍ନ ୧୧ ଘଣ୍ଟା ସମୟରେ ଗୋପାଳପୁର ମଣ୍ଡଳରେ ଥିବା ଖୋଡାସିଂଗ ପେଟ୍ରୋଲ ପମ୍ପ ଠାରୁ ଅନୁସୁଚିତଜାତି ମୋର୍ଚ୍ଚାର ତ୍ରିରଙ୍ଗା ଯାତ୍ରା ପ୍ରାୟ ୨୦୦ ଶହ ବାଇକ ଓ ତ୍ରିରଙ୍ଗା ପତକା ଧରି ବନ୍ଦେ ମାତରଂ ଓ ଭାରତ ମାତା କି ଜୟ ଶ୍ଳୋଗାନ ଦେଇ ସେଠାରୁ ବାହାରିଲୁ । ଶ୍ରୀଯୁକ୍ତ ସରୋଜ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଅନୁସୁଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ କିର୍ତନ ଦାଶଙ୍କ ନେତୃତ୍ୱରେ ରାଜ୍ୟ ଅନୁସୁଚିତ ଜାତି ମୋର୍ଚ୍ଚା ଉପ-ସଭାପତି ବନମାଳୀ ସେଠୀଙ୍କ ସହେଯୋଗରେ ଉପସ୍ଥିତ ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଗୌରୀ ଶଙ୍କର ସାମନ୍ତରା ଶିଳ୍ପାଞ୍ଚଳ ସଭାପତି ରାଜେନ୍ଦ୍ର କୁମାର, ସମ୍ପାଦକ ଗୋପାଳ ରତି ଅନୁସୁଚିତ ଜାତି ମୋର୍ଚ୍ଚା ପଦାଧୂକାରୀ ମନୋଜ ସେଠୀ, ସୁଶାନ୍ତ ଦାସ, ରାଜେନ୍ଦ୍ର ଦାସ, ଅଶୋକ ନିମାଈ, ମଧୁ ସେଠୀ, ସିମାଞ୍ଚଳ ଦାସ, ସରୋଜ କୁମାର ଦାସ, ବିମ୍ବାଧର ବେହେରା, ତ୍ରିନାଥ ନାୟକ, ସୁଶାନ୍ତ କୁମାର ବେହେରା, ଅନାଦି ବେହେରା, ଉମାକାନ୍ତ ଦାସ, ଶିଷ୍ୟ ଦାସ, ଶ୍ରୀନୁ ସେଠୀ, ବରିଷ୍ଠବିଜେପି ନେତା ଅଶୋକ ନିମାଈ ତତ୍ସହିତ ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାନେତ୍ରୀ ରୀତା ସେଠୀ ବାଙ୍କନିଧୂ ସେଠୀ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଲକ୍ଷଣ ବେହେରା, କୃଷକ ମୋର୍ଚ୍ଚା ଅନାଥ ସ୍ୱାଇଁ ଓ ଜିଲ୍ଲା ମିଡିଆ ସେଲ ଶ୍ରୀ ଆଲୋକ ସାହୁ ସେଠାରୁ ଇଂଜିନିଏରିଂ ଛକରେ ଥିବା ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ପ୍ରତି ମୁର୍ତିରେ ପୁଷ୍ପ ମାଲ୍ୟା ଦେଇ ରାମଲିଙ୍ଗେଶ୍ୱର ମନ୍ଦିରେ ଥିବା ଭାରତ ରତ୍ନ ସ୍ଵର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତି ମର୍ତ୍ତିରେ ପୁଷ୍ପ ମାଲ୍ୟା ଦେଇ ସେଠାରୁ ଟାଉନ ଥାନା ଦେଇ ପାତାଳେଶ୍ଵର ମହାଦେବଙ୍କୁ ଦର୍ଶନ କରିଥିଲୁ । ସେଠାରେ ପ୍ରସାଦ ସେବନର କାର୍ଯ୍ୟକ୍ରମ ମଧ୍ୟ ଥିଲା ପ୍ରାୟ ଦୁଇ ଶହ ବାଇକ ଚାଳକ ସମେତ ଅନ୍ୟ କାର୍ଯ୍ୟକର୍ତା ମଧ୍ଯ ଯୋଗ ଦେଇଥିଲେ ।
ଭାରତୀୟ ଜନତା ପାର୍ଟି ଅନୁସୁଚିତ ଜାତି ମୋର୍ଚ୍ଚା ପକ୍ଷରୁ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ହର,ଘର, ତ୍ରିରଙ୍ଗା ଅଭିଯାନ ନିମନ୍ତେ ତ୍ରିରଙ୍ଗା ଶୋଭାଯାତ୍ରା





