ବ୍ରହ୍ମପୁର ରେଳ ଷ୍ଟେସନ,ଜି. ଆର. ପି. ଓ ଆର.ପି.ଏଫ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

Pradeep Kar

ବ୍ରହ୍ମପୁର, 15/8 ସ୍ଥାନୀୟ ବ୍ରହ୍ମପୁର ରେଳ ଷ୍ଟେସନସମେତ ଜି. ଆର. ପି ଓ ଆର. ପି. ଏଫ.କାର୍ଯ୍ୟାଳୟ ଠାରେ ଷ୍ଟେସନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା, ଜି. ଆର.ପି.ଭାରପ୍ରାପ୍ତ ନିରୀକ୍ଷକ ସନ୍ତୋଷ କୁମାର ବାହିନୀପତି ଓ ଆର. ପି.ଏଫ ଭାରପ୍ରାପ୍ତ ନିରୀକ୍ଷକ ବିବେକ କୁମାର ନିଜନିଜ କାର୍ଯ୍ୟାଳୟ ଠାରେ ପତାକା ଉତୋଳନକରି ନିଜନିଜ କର୍ମକ୍ଷେତ୍ରରେ ନିଷ୍ଠାପର ସହ କାର୍ଯ୍ୟ କରିବା ସହ ଅସହାୟ ଟ୍ରେଂଯାତ୍ରୀଙ୍କ ସମସ୍ତ ସୁବିଧା କରିବା ଅମର ଗୁରୁ ଦାୟିତ୍ୱ / ବରିଷ୍ଟ ସମାଜସେବୀ ତଥା ଶିକ୍ଷାବିତ ଭାଷାତପସ୍ବୀ ତ୍ରିନାଥ ମହାରଣା ତିନିଟି ଯାକ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦାନକରି କିଛିବର୍ଷ ମଧ୍ୟରେ ବ୍ରହ୍ମପୁର ରେଳ ଷ୍ଟେସନର ଯଥେଷ୍ଟ ଉନ୍ନତି ସହ ରେଳଯାତ୍ରୀଙ୍କ ସମସ୍ୟା ଦୁରକରିବା, ଯାତ୍ରୀଙ୍କ ସୁରକ୍ଷାରେ ଉଭୟ ପୋଲିସ ବିଭାଗର କାର୍ଯ୍ୟ ପ୍ରଂଶସନୀୟ ମତବ୍ୟକ୍ତକରି ବ୍ରହ୍ମପୁର ରେଳ ଷ୍ଟେସନ ଓଡିଶାର ପ୍ରଥମ ଷ୍ଟେସନ ତେଣୁ ଆଗାମୀ ଦିନରେ ଏହାର କଳେବର ପରିବର୍ତ୍ତନ ହେବାକୁ ଯାଉଛି ତେଣୁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ /ଶ୍ରୀ ସନ୍ତୋଷ କୁମାର ବାହିନୀପତି ରେଳ ବିଭାଗର ସମସ୍ତ କାର୍ଯ୍ୟର ଚିନ୍ତାଧାରା ପ୍ରାଞ୍ଜଳ ଭାବେ ବୁଝାଇ ସହସହ ନିମନ୍ତ୍ରିତଙ୍କର ପ୍ରଶଂସାର ପାତ୍ର ଵନିଯାଇଥିଲେ / ପ୍ରାରମ୍ଭବରେ ବନ୍ଦେ ମାତରଂ ସମବେତ କଣ୍ଠରେ ଗାନ କରିଥିଲେ / ଶେଷରେ ଷ୍ଟେସନର ସମସ୍ତ ଉନ୍ନତି, ଷ୍ଟେସନ ପରିସର ସ୍ଵଛରଖିବା ସାଙ୍ଗକୁ ଅସହାୟ ଯାତ୍ରୀଙ୍କୁ ସାହାଯ୍ୟ କରିବାକୁ ସରିବାହିନୀପତି ପୋଲିସ ଓ ସ୍ବେଛାସେବୀଙ୍କୁ ଶପଥ କରାଇଥିଲେ I

Also Read

Tags