ଅଭିମନ୍ୟୁ ଫାଉଣ୍ଡେସନ ପକ୍ଷରୁ 80 ତମ ସ୍ୱାଧୀନତା ଦିବସ ପାଳିତ

Pradeep Kar

ବ୍ରହ୍ମପୁର, ଅଭିମନ୍ୟୁ ଫାଉଣ୍ଡେସନ ପକ୍ଷରୁ ସ୍ୱାଧୀନତା ଦିବସ ଗଜପତି ନଗର ଠାରେ ପାଳିତ ହୋଇଯାଇଛି I ଏଥିରେ ପ୍ରତିଷ୍ଠାତା ଇଂ ଅଭିମନ୍ୟୁ ପ୍ରଧାନ ଯୋଗ ଦେଇ ଜାତୀୟ ପତାକା ଉତ୍ତାଳନ କରି ମହାପୁରୁଷ ମାନଙ୍କ ସ୍ମୁତି ଚାରଣ କରିଥିଲେ I ଦେଶରେ ସନମାନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଙ୍କ ଦେଶ କିପରି ଉନତି ହେବ ସେ ବିଷୟ ରେ କିଛି କହିଲେ.ସମେତ ସମ୍ପାଦକ ରାକେଶ ପ୍ରଧାନ, ଉପଦେଷ୍ଟା ସଞ୍ଜୟ ମହାରଣା, ଉପଦେଷ୍ଟା ଗୋବିନ୍ଦ ପାତ୍ର, ସମାଜ ସେବୀ ସଞ୍ଜୟ କୁମାର ଦାସ,ଅଶ୍ୱନୀ କୁମାର ରଥ, ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚା ଉପସଭାପତି,ସେ ସନ୍ତୋଷ ରେଡ୍ଡୀ, sudip ସାହୁ advisor, ମନୋଜ କୁମାର ସାହୁ, ସୋମନାଥ ମହାରଣା, ଏକ୍ସ SI,ଋଷିଦେବ ସାହୁ,ରବିନ୍ଦ୍ରନାଥ ପାଣିଗ୍ରାହୀ,ଶୁଭମ ମହାରଣା, ସୁବାସ patanaik, ଅବସର ପର୍ତ୍ତା ଫୋରେଷ୍ଟ ଅଧିକାରୀ ,ଏକ୍ସ SI,ସୁଶୀଲ କୁମାର ସାହୁ ସମାଜ ସେବୀ, ଦୀପକ ପାତ୍ର, senior advisor ଏବଂ jagan ମଲ୍ଲିକ, ସମାଜ ସେବୀ,ରୂପକ ମହାନ୍ତି (ପ୍ରିୟ ଖବର )ଲଡ଼ୁ କିଶୋରେ ପାତ୍ର, କମୟପ ଟିଭି Reporter ସମସ୍ତେ ପତାକା ଉତ୍ତାଳନ ରେ ଉପସ୍ଥିତ ଥିଲେ I

Also Read

Tags