ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ସ୍ଵାଧୀନତା ଦିବସ ପାଳନ

Pradeep Kar

ବ୍ରହ୍ମପୁର, ବ୍ରହ୍ମପୁର ହିଲପାଟଣା ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଆୟୋଜିତ ତ୍ରିରଙ୍ଗା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଶ୍ରୀ ସରୋଜ ସାବତ ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ. ଅନିଲ କୁମାର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି, ଜିଲ୍ଲା ଉପସଭାପତି ଗୌରୀ ଶଙ୍କର ସାମନ୍ତରାୟ, ସୁରେଶ ପାଢୀ, ବିଷ୍ନୁ ସୁବୁଦ୍ଧି, ସାଂସଦ ପ୍ରତିନିଧି ବାଳକୃଷ୍ଣ ସାମନ୍ତରାୟ, ବନମାଳି ସେଠୀ,ସିଦ୍ଧାନ୍ତ ଗଙ୍ଗଦେବ,ପ୍ରବୀର ପାତ୍ର, ପ୍ରଭାତ କିରଣ ଷଡଙ୍ଗୀ, ପ୍ରଦୀପ ନାୟକ, ରତ୍ନଗର୍ଭା ସରସ୍ଵତୀ ଦେବୀ, ଏସ୍ ରାଣୀ, ସୁନୀଲ ସାହୁ , ସରତ ସାହୁ, ଜିଲ୍ଲା ର ସମସ୍ତ ମୋର୍ଚା ର ସଭାପତି, ସମସ୍ତ ମଣ୍ଡଳ ସଭାପତି ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଏହି ଅବସରରେ ପାର୍ଟିର ସମସ୍ତ ପଦାଧିକାରୀ, କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଦେଶର ସ୍ଵାଧୀନତା ଓ ଅଖଣ୍ଡତା ପ୍ରତି ନିଜର ସମ୍ମାନ ଜଣାଇଥିଲେ।

Also Read

Tags