ବ୍ରହ୍ମପୁର:- ପାକ୍ଷିକ ଓଡ଼ିଆ ଖବର କାଗଜ ଓଡିଶା ଦର୍ପଣ ଡିଜିଟାଲ ମିଡ଼ିଆ ଅଶୋଷନ ଅନୁଷ୍ଠାନ ପକ୍ଷରୁ ଆଜି, 80 ତମ ସ୍ୱାଧୀନତା ଦିବସ ଉପଲକ୍ଷେ, ଓଡିଶା ଦର୍ପଣର ପତାକାଉତ୍କଳ ପାଳନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ଆଇନଜୀବୀ ଅମୟ କୁମାର ସ୍ୱାଇଁ ଉପସ୍ଥିତ ରହି ପତାକା ଉତ୍କଳନ କରିଥିଲେ l ଓଡିଶା ଦର୍ପଣ ର ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ଜୋତିରଞ୍ଜନ ଦାସ,ବରିଷ୍ଟ ଆଇନଜୀବୀ,ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ, ରିଟାୟାର୍ଟ, ଡି.ପି.ଆର,,ଓଡିଶା ଦର୍ପଣ ର ଉପଦେଷ୍ଟା ଗୌରୀ ଶଙ୍କର ଶତପଥୀ, ବରିଷ୍ଠ ସାମ୍ବାଦିକ ବି.କେ.ବିଶlରଦ, ସାମ୍ବାଦିକ, ପ୍ରମୋଦ କୁମାର ସାହୁ, ସାମ୍ବାଦିକ,, ଗଞ୍ଜାମ ଜିଲ୍ଲା କ୍ରାଇମ ପ୍ରତିନିଧି, ସନ୍ଦେଶ କୁମାର ସାହୁ, ଗୋପାଳପୁର ସାମ୍ବାଦିକ, ଭଗବାନ ଦାସ, ବାଳକୃଷ୍ଣ ସାହୁ, ସୁକାନ୍ତ କୁମାର ଦାଶ ଓଡିଶା ଦର୍ପଣର ଗଞ୍ଜାମ ଜିଲ୍ଲା ପ୍ରତିନିଧି, ସଂଜୟ କୁମାର ଦାସ, ସାମ୍ବାଦିକ, ସୀତାକାନ୍ତ ପାତ୍ର, ସାମ୍ବାଦିକ, ସୁରଜ ମହାପାତ୍ର, ସାମ୍ବାଦିକ, ଦେବେନ୍ଦ୍ର ପଣ୍ଡିତ, ସାମ୍ବାଦିକ, କୈଳାସ ସ୍ୱାଇଁ ସାମ୍ବାଦିକ,ଶଙ୍କର ସାହୁ, ସାମ୍ବାଦିକ,ବାବୁ ସାମନ୍ତରl, ସାମ୍ବାଦିକ, କାର୍ତିକ ପାଣିଗ୍ରାହୀ ଏବଂ ଓଡିଶା ଦର୍ପଣ ର ସମ୍ପାଦକ ତଥା ଓଡିଶା ଡିଜିଟାଲ ମିଡ଼ିଆ ର ସଭାପତି କୃଷ୍ଣଚନ୍ଦ୍ର ପାଳ ଉପସ୍ଥିତ, ସମସ୍ତ ବୁଦ୍ଧିଯିବି, ସାମ୍ବାଦିକ ମାନଙ୍କୁ ଶୁଭେଛା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ l
“ଓଡିଶା ଦର୍ପଣ” ଡିଜିଟାଲ ମିଡ଼ିଆ ଆସୋସିଏସନ୍ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ





