ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ ଅଭିଯୋଗ ଅଭିଯୁକ୍ତ ଗିରଫ

Pradeep Kar

ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ବାଇପାସ୍ ରୋଡ୍‌ରେ ଥିବା ‘ଗ୍ଲୋବାଲ୍ ଏଣ୍ଟରପ୍ରାଇଜେସ୍’ କାରଖାନାରୁ ପ୍ରାୟ ଦେଢ଼ କୋଟି ଟଙ୍କାର ସାମଗ୍ରୀ ହେରଫେର ଓ ଠକେଇ କରିବା ଏବଂ ଉକ୍ତ କାରଖାନାର ମାଲିକକୁ ହତ୍ୟା ଧମକ ଦେବା ଅଭିଯୋଗରେ ଉକ୍ତ କାରଖାନାରେ କାମକରୁଥିବା ପୂର୍ବତନ କର୍ମଚାରୀ ସରୋଜ କୁମାର ସାହୁ (୩୨)ଙ୍କୁ ବୈଦ୍ୟନାଥପୁର ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

Also Read

Tags