ଛତ୍ରପୁର : ଗଞ୍ଜାମ ପୋଲିସ ଜିଲ୍ଲାରେ କଟକଣା ଲାଗୁ I ୯୦ ଦିନ ପାଇଁ ଲାଗୁ ହେଲା ଧାରା ୩୦ I କୌଣସି ସଭା ସମିତି, ଶୋଭାଯାତ୍ରା ଓ ଜନସମାବେଶ କରିବାକୁ ହେଲେ ସମ୍ପୃକ୍ତ SDPO କିମ୍ବା ଥାନା ଅଧିକାରୀଙ୍କ ଅନୁମତି ନେବା ବାଧ୍ୟତାମୂଳକ I ୩ ଦିନ ପୂର୍ବରୁ ଅଧିକାରୀଙ୍କ ନିକଟରେ ଆବେଦନ କରିବାକୁ ହେବ I ଏହି ଆଦେଶ ୧୬ ଅଗଷ୍ଟରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ବଳବତ୍ତର ରହିବ I ଗଞ୍ଜାମ ଏସ୍ପି ହରିଶ ବିଶି ଏହି ଧାରା ଲାଗୁ କରିଛନ୍ତି।





