ବ୍ରହ୍ମପୁର, ଦୀର୍ଘ ଆଠ ବର୍ଷ ତଳେ ଅର୍ଥତ ୨୦୧୮ ମସିହା ଆଜିର ଦିନ ଅର୍ଥତ ଅଗଷ୍ଟ ୨୩ ତାରିଖ୍ୟରେ ବିଜେପି ନେତା ରାମ ପାତ୍ରଙ୍କ ନେତୃତ୍ୱରେ ପ୍ରତିଦିନ ପତାକା ଉତ୍ତଳନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା I ଆଜି ଆଠ ବର୍ଷ ପୁର୍ଣ ହୋଇ ନଅ ବର୍ଷ ରେ ପଦାର୍ପଣ କରିଛି I ପ୍ରତିଦିନ ପତାକା ଉତ୍ତଳନ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ମନରେ ଦେଶ ପ୍ରୀତି ଭାବନା, ରାଷ୍ଟ୍ରହିତ ସର୍ବପରି ମାନସିକତା ତିଆରି ହୋଇଥାଏ I ଆଜିର କାର୍ଯ୍ୟକ୍ରରେ ପୁର୍ଣ ବନ୍ଦେ ମାତରମ ରାଷ୍ଟ୍ରୀୟ ସଙ୍ଗୀତ ସହ ଜାତୀୟ ସଙ୍ଗୀତ ବୁଦ୍ଧିଜିଵୀ ମହଲରେ ଉତ୍ସାହ ପରିଲିକ୍ଷିତ ହୋଇଥିଲା I ପରବର୍ତୀ ବେଦାନ୍ତ କେଶରୀ ପୂଜ୍ୟ ସ୍ଵମୀ ଲକ୍ଷ୍ମାଣା ନନ୍ଦ ସରସ୍ଵତୀଙ୍କୁ ହିନ୍ଦୁ ବିରୋଧି ଆତତାଇ ମାନେ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ୍ୟ ପବିତ୍ର ଜନ୍ମଅଷ୍ଟମୀରେ ନିମ୍ମମ ଭାବେ ହତ୍ୟା କରିଥିଲେ I ଆଜି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲାଏହି କାର୍ଯ୍ୟକ୍ରମ ରେ , ପ୍ରହଲ୍ଲାଦ ପାଣିଗ୍ରାହୀ, ଅଶୋକ ନିମେଇ, ମହେଶ୍ୱର ପାଣି, ସିମାଞ୍ଚଳ ପଣ୍ଡା, ଶ୍ୟାମ ସୁନ୍ଦର ପ୍ରଧାନ, ରଜନୀକାନ୍ତ ମଣ୍ଡଳ,ରାମ ସାମଲ, ପ୍ରଭାତ କିରଣ ସଂଡ଼ଙ୍ଗୀ,ପୂର୍ଣ୍ଣ ଚନ୍ଦ୍ର ପଣ୍ଡା,ମଦନ ଗୋପାଳପଣ୍ଡା, ସୁରେନ୍ଦ୍ର ସେଠି, ସଞ୍ଜୟ କୁମାର ଦାସ, କମଲ ପାତ୍ର, Dr ଅମୁଲ୍ୟ ଚୌଧୁରୀ, ଉମାକାନ୍ତ ପାଣିଗ୍ରାହୀ, ଭଗବାନ ଭୂଇଁଆ କେଦାରନାଥ ପଣ୍ଡା, ସହ ବହୁ ବ୍ୟାକ୍ତି ଉପସ୍ଥିତ ଥିଲେ I
କୋଟର୍ପେଟା ଛକରେ ରାଷ୍ଟ୍ରର ପ୍ରତୀକ ତ୍ରିରଙ୍ଗା ପତାକା ଉତ୍ତଳନ କାର୍ଯ୍ୟକ୍ରମ ଅନୁଷ୍ଠିତ





