ମୋଦି ଛାଡ଼ିଲେ ପିଏମ୍-କିଷାନ ଟଙ୍କା

Pradeep Kar

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୪ ତମ କିସ୍ତି ଟଙ୍କା ପ୍ରଦାନ-ଗୁଜରାଟ ବନାସକାଣ୍ଠାରୁ ‘ପିଏମ୍-କିଷାନ’ ଟଙ୍କା ଛାଡ଼ିଲେ ପ୍ରଧାନମନ୍ତ୍ରୀ ମୋଦି-ଦେଶର ୯.୩୪ କୋଟି ଚାଷୀଙ୍କ ଆକାଉଣ୍ଟକୁ ଗଲା ୧୮,୬୯୦ କୋଟି ଟଙ୍କା-ଓଡ଼ିଶାର ୩୫.୩୯ ଲକ୍ଷ ଚାଷୀଙ୍କ ବ୍ୟାଙ୍କ ଖାତାରେ ୭୦୭.୮୬ କୋଟି ଟଙ୍କା ଜମା-ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (ଡିବିଟି)ରେ ଯୋଗ୍ୟ କୃଷକଙ୍କୁ ସହାୟତା ପ୍ରଦାନ-ପୂର୍ବରୁ ୨୩ଟି କିସ୍ତି ମାଧ୍ୟମରେ ୪.୪୭ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି I

Also Read

Tags