ଆଜି, ୨୪-୦୪-୨୦୨୬ ତାରିଖରେ ବ୍ରହ୍ମପୁର ଅର୍ବାନ ବ୍ୟାଙ୍କର ସାଧାରଣ ବୈଠକ ବ୍ୟାଙ୍କ ପରିସର ଭିତରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ୟାଙ୍କ 120 ବର୍ଷ ଅତି ପୁରାତନ ବ୍ୟାଙ୍କ ର ସଭାପତି R ମୂରଲୀ ମେହନ ସଭାପତି ହବା ପରେ ପ୍ରଗତି ପଥେ ବ୍ୟାଙ୍କ୍ ଚାଲିଛି ଏହି ବୈଠକରେ ସମସ୍ତ ଡାଇରେକ୍ଟରମାନେ ଉପସ୍ଥିତ ଥିଲେ ଏବଂ ବ୍ୟାଙ୍କର କର୍ମଚାରୀ ଓ ଋଣଗ୍ରାହକମାନେ ମଧ୍ୟ ଯୋଗଦେଇଥିଲେ। ବୈଠକରେ ବ୍ୟାଙ୍କର ଉନ୍ନତି, ଋଣ ବ୍ୟବସ୍ଥାପନା ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବ୍ରହ୍ମପୁର ଅର୍ବାନ ବ୍ୟାଙ୍କ୍ ର ବାର୍ଷିକ ସାଧାରଣ ବୈଠକ





