ବ୍ରହ୍ମପୁର ମାର୍ଥାପେଟା ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ରାମଲିଙ୍ଗ ଚୌଡେଶ୍ୱରୀ ମା ଙ୍କ ଦେବ ସ୍ଥାନ ରେ ମା ଙ୍କୁ ଦର୍ଶନ କରି ମା ଙ୍କ ରୁପା କବଚ ପାଇଁ ସ୍ୱତନ୍ତ୍ର ପୂଜା ରେ ଯୋଗ ଦେଇ ଆଶୀର୍ବାଦ ଭିକ୍ଷା କରିବା ସହିତ ବ୍ରହ୍ମପୁର ବାସୀ ଙ୍କ ମଙ୍ଗଳ କାମନା କଲେ ମାନ୍ୟବରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ,ମାନ୍ୟବର ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର। ବିଧାୟକ ଙ୍କ ସ ପରିବାର,କମିଟି ସଭାପତି ଟି ଗୋପି,କର୍ପୋରେଟର ଟି କିଶୋର, ବିଧାୟକ ଙ୍କ ପ୍ରତିନିଧି ପ୍ରଦୀପ ନାୟକ,ରବୀନ୍ଦ୍ର ସାହୁ,ସୁରେଶ ତ୍ରିପାଠୀ,ଗଜେନ୍ଦ୍ର ଚୌଧୁରୀ,ସୂର୍ଯ୍ୟ ନାରାୟଣ ଦାସ,ଙ୍କ ସମେତ ବ୍ରହ୍ମପୁର ସହର ଦେବଙ୍ଗା ସମ୍ପ୍ରଦାୟ ର ଭକ୍ତ,ଜନସାଧାରଣ ମା ଙ୍କୁ ଦର୍ଶନ କରିଥିଲେ।




