ଗଞ୍ଜାମକୁ ବର୍ଷା ବିପଦ I ଜିଲ୍ଲାକୁ ମିଳିଛି ରେଡ ୱାର୍ଣ୍ଣିଙ୍ଗ

Pradeep Kar

ଗଭୀର ଅବପାତ ଗୋପାଳପୁରରୁ ବିଶାଖାପାଟଣା ଭିତରେ ଅତିକ୍ରମ କରିବାକୁ ଥିବାରୁ ଚିକିଟି ଓ ପାତ୍ରପୁର କୁ ବିପଦ ରହିଛି। ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ନିଜେ ଚିକିଟି, ପାତ୍ରପୁର ଅଞ୍ଚଳ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି I

Also Read

Tags