ରାମଗିରି ତା ୨.୦୫.୨୦୧୬ ରିଖ ରାମଗିରି ନିକଟସ୍ଥ ପରିସଲ ଗ୍ରାମର ଉଦୟ ମାଳି ର ହତ୍ୟାକାରୀମାନ ଗିରିଫ ନହେବା କାରଣରୁ ସ୍ଥାନୀୟ ଅଂଚଳରେ ଉତ୍ତେଜନI ପରିସ୍ଥିତି ସୃଷ୍ଟି ହୋଇଛି , ସୂଚନା ମୁତାବକ ଗତ ଅଗଷ୍ଟ ୭ ତାରିଖରେ ଉଦୟ ମାଲିଙ୍କୁ କିଛି ଦୁର୍ବୁତ୍ତ ଛେଳିଗଡ଼ ହାଟରୁ ଅପହରଣ କରି ଅତି ଅମାନୁଷିକ ଭାବେ ହତ୍ୟା କରିଥିଲେ ସୁଧ୍ୟI ଆଜି ପର୍ଯ୍ୟନ୍ତ ଆର. ଉଦୟଗିରି ପୋଲିସ ଉକ୍ତ ଜଘନ୍ୟ ହତ୍ୟାକାରୀ ମାନଙ୍କୁ ଖୋଜି ଗିରିଫ କରିବାରେ ସମ୍ପୂର୍ଣ ବିଫଳ ଫଳରେ ଆଜି ହତ୍ୟାକାରୀ ମାନେ ନିର୍ଭୟରେ ବୁଲୁଥିବା ଶୁଣିବାକୁ ମିଳୁଛି Iଖବର ମୁତାବକ ଗତ ଅଗଷ୍ଟ 2025 ରେ ପୂର୍ବ ଶତ୍ରୁତା ତଥା ଗୁଣି ଗାରେଡି ଭାବି ଅପହରଣ କରି ଅତି ଅମାନୁଷିକତା ଭାବେ ଉଦୟ ମାଳୀର ଆଖି ତାଡ଼ିଛନ୍ତି, ବେକକୁ କାଟିବା ସହ ଗୁପ୍ତାଙ୍ଗକୁ କାଟି ପୋଡି ମାରିଦିଆଯାଇଛି ଯାହାକି ସାଧାରଣରେ ଦେଖିବାକୁ ମିଳିଛି Iଏହାକୁ ନେଇ ଆର. ଉଦୟଗିରି ଥାନାରେ ତାଙ୍କ ପରିବାର ତରଫରୁ ଗୁରୁତର ଏବଂ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଆସାମୀ ମାନଙ୍କୁ ପୋଲିସ ଧରିବାରେ ସମ୍ପୂର୍ଣ ବିଫଳ ଏହାକୁ ନେଇ ଏକ ବୈଷୟିକ ତଦନ୍ତ କାରୀ ଟିମ ଘଟଣା ସ୍ଥଳକୁ ଯାଇ ଉକ୍ତ ଅଂଚଳରରେ ଘଟିଥିବା ଅନୁସନ୍ଧାନ ମୂଳକ ତଥ୍ୟ କୁ ନେଇ ସମୀକ୍ଷା ଓ ପରୀକ୍ଷା ନିରୀକ୍ଷା କରି ମୃତକଙ୍କ ବିଷୟରେ ପୋଲିସ କୁ ରିପୋର୍ଟ ଦେଇଥିଲେ ସୁଧ୍ୟI ପୋଲିସ କାହିଁକି ସହି ଆସାମୀ ମାନଙ୍କୁ ଆଜିପର୍ଯ୍ୟନ୍ତ ଗିରଫ କରୁନାହିଁ ତାହାକୁ ନେଇ ସ୍ଥାନୀୟ ଅଂଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି Iଏହି ପରିପ୍ରେକ୍ଷୀରେ ଦୁର୍ବୁତ୍ତ ମାନକ ଗତିବିଧିକୁ ନେଇ ତାଙ୍କ ପରିବାର ତରଫରୁ ଗଜପତି ଜିଲ୍ଲIର ଜିଲ୍ଲାପାଳ, ପୋଲିସ ଅଧିକ୍ଷକ, SDPOଙ୍କୁ ପରିବାର ତରଫରୁ ସନ୍ଦେହ କରାଯାଇଥିବା ସ୍ଥାନୀୟ କିଛି ଯୁବକଙ୍କ ବିଷୟରେ ସବିଶେଷ ତଥ୍ୟକୁ ଆଧାର କରି ପୋଲିସ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ମତେ କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଉନାହିଁ ? ଫଳରେ ଦୁର୍ବୁତ୍ତ ମାନେ ନିର୍ଭୟରେ ସ୍ଥାନୀୟ ଅଂଚଳରେ ବୁଲୁଥିବା ଜାଣିବାକୁ ମୁଳୁଛି Iତେଣୁ ଏହି ହତ୍ୟାକାରୀଙ୍କ ବିଷୟରେ ଅସମୀଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡର ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ଉକ୍ତ ପରିବାର ତରଫରୁ ତାଙ୍କ ତାଙ୍କ ଝିଅ ପ୍ରଭାଙ୍ଗିନୀ ପ୍ରଧାନ ମାନ୍ୟବର ମୁଖ୍ୟ ବିଚାରପତି, ମାନବିକ ଅଧିକାର କମିଶନେର,,CBI, ଗୃହ ମନ୍ତ୍ରଣାଳୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ ଦାବି କରିଛନ୍ତି Iପ୍ରଭାଙ୍ଗିନୀ ପ୍ରଧାନରାମଗିରି ନିକଟସ୍ଥ ପରିସଲ ଗ୍ରାମ ଆର. ଉଦୟଗିରି୯୫୫୬୯୫୭୬୪୪, 9556957644




