ନୌଶର ଅଲି ଖାଁ ଙ୍କ ଦେହାନ୍ତ ଖବର ପାଇ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ

Pradeep Kar

ଆଜି:ତା:-୨୭/୬/୨୬/ ଭଦ୍ରକ ପୌରପରିଷଦ ଅଧିନ ୧୯ ନମ୍ବର ୱାର୍ଡ ର ବାସିନ୍ଦା ପ୍ରତିଷ୍ଠିତ ବ୍ୟବସାୟୀ ନୌଶର ଅଲି ଖାଁ ଙ୍କ ଦେହାନ୍ତ ଖବର ପାଇ ପହଞ୍ଚି ତାଙ୍କ କବର ରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦବା ସହିତ ପରିବାରବର୍ଗ ଙ୍କୁ ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଏବଂ ଏଥିରେ ଯୁବ ନେତା ନସିରୁଦ୍ଦିନ ଖାଁ ଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ପରିବାର ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ l

Also Read

Tags