ସରକାରଙ୍କୁ ଇସ୍ତଫା ପତ୍ର ପଠାଇଲେ IPS ସି.ଏ ରାମଦାସ ଏବେ ହାଇଦ୍ରାବାଦ ପୋଲିସ ଏକାଡେମୀରେ ଟ୍ରେନିଂ ନେଉଛନ୍ତି I ନିକଟରେ ଓଡ଼ିଶା କ୍ୟାଡର ପାଇଥିଲେ ସି.ଏ ରାମଦାସ ୨୦୨୫ ବ୍ୟାଚର ଆଇପିଏସ୍ ସି.ଏ ରାମଦାସ I ପୂର୍ବରୁ ଇସ୍ତଫା ଦେଇଥିଲେ ଡିସିପି ଜଗମୋହନ ମୀନା I
ଚାକିରିରୁ ଇସ୍ତଫା ଦେଲେ ପ୍ରୋବେସନର ସି.ଏ ରାମଦାସ





