ମୁଖ୍ୟ ଖବର ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ସ୍ବାଇଁଙ୍କୁ ଷଷ୍ଟିପୂର୍ତ୍ତି ମେଲାଣି ସମ୍ବର୍ଦ୍ଧନା Pradeep Kar August 1, 2026 ବ୍ରହ୍ମପୁର, 0୧l0୮ : ଷଷ୍ଟିପୂର୍ତ୍ତି ସେବାନିବୃତ୍ତି ପରିପ୍ରେକ୍ଷୀରେ ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର୍ ଦେବରାଜ ସ୍ୱାଇଁଙ୍କୁ ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀମାନଙ୍କ ତରଫରୁ ଉଚ୍ଛ୍ୱସିତ ମେଲାଣି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି
ରାଜ୍ୟ ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି Pradeep Kar August 1, 2026 ବ୍ରହ୍ମପୁର, ତା. ୦୧.୦୮.୨୦୨୬ : ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତ ମାସ ୪ ଓ ୫ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସୁଥିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର
ରାଜ୍ୟ ମାନବ ସେବା ହିଁ ମାଧବ ସେବା Pradeep Kar August 1, 2026 ମୋହନା, ତା :-୩୧-୦୭-୨୦୨୬ ରିଖ ଶୁକ୍ରବାର ଦିନ ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେଶରା ଠାରେ ରାଜ୍ୟ ଜୁନିଅର ରେଡକ୍ରସ ଏବଂ ଜିଲ୍ଲା ଜୁନିଅର ରେଡକ୍ରସ ମିଳିତ
ରାଜ୍ୟ ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସମସ୍ତ ଆନ୍ତଃ ମହାବିଦ୍ଯାଳୟ ସ୍ତରୀୟ ପ୍ରତିଯୋଗିତା Pradeep Kar July 31, 2026 ଛତ୍ରପୁର, ତା.୩୦.୦୭.୨୬ ଗତକାଲି ଜିଲ୍ଲା ସ୍ତରୀୟ ସଘନ ସଂଶୋଧନ ପ୍ରକ୍ରିୟା ନିମନ୍ତେ ସମସ୍ତ ଆନ୍ତଃ ମହାବିଦ୍ଯାଳୟ ସ୍ତରୀୟ ସ୍କିଟ୍, ସ୍ଲୋଗାନ୍ ଲିଖନ ଓ ରିଲ ପ୍ରସ୍ତୁତି ପ୍ରତିଯୋଗିତା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ଯାଳୟଛାରେ ଅନୁଷ୍ଠିତ
ମୁଖ୍ୟ ଖବର ବ୍ରହ୍ମପୁର କାର୍ଯ୍ୟାଳୟ ଦ୍ୱାରା ଭାରତୀୟ ନ୍ୟାୟ ସଂହିତା ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ Pradeep Kar July 31, 2026 ବ୍ରହ୍ମପୁର, ତ଼ା.୩୦.୦୭.୨୦୨୬ରିଖ: ୧୮୬୦ ମସିହାର ଇଣ୍ଡିଆନ୍ ପେନାଲ କୋଡ଼ (IPC)ପରିବର୍ତ୍ତନ ହୋଇ ଭାରତୀୟ ନ୍ୟାୟ ସଂହିତା, ୧୯୭୩ ର କୋଡ଼ ଅଫ୍ କ୍ରିମିନାଲ୍ ପ୍ରୋସିଜିୟୋର୍ ଆକ୍ଟ ପରିବର୍ତ୍ତନ ହୋଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା
ଅପରାଧ ସୋନାପୁର ମେରାଇନରେ ଘର ଚୋରି ମାମଲାରେ ଅଭିଯୁକ୍ତ ଗିରଫ Pradeep Kar July 31, 2026 ସୋନାପୁର ମେରାଇନ୍ ଥାନା ଭାରତୀୟ ନ୍ୟାୟ ସଂହିତାର ଧାରା 331 (4)/305(a)/351(3) ଅନୁଯାୟୀ ମାମଲା ନଂ 32 ତାରିଖ 30.07.2026 ରେ ସୋନାପୁରର ତ୍ରିଲୋଚନ ବେହେରାଙ୍କ ପୁଅ ଥବିର ବେହେରା (26)ଙ୍କୁ ଗିରଫ କରିଛି।29-30
ରାଜ୍ୟ ଚାଷୀ ଆତ୍ମହତ୍ୟା ପରିବାର କୁ 10ଲକ୍ଷ ଟଙ୍କା ସହାୟତା ଦେବା କୁ ଓଡିଶା କୃଷକ ସଭା ର ଦାବୀ Pradeep Kar July 31, 2026 କୋଦଳା, ତା 31.7.2026ରିଖ ରେ ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡିଶା କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଭାପତି ପି. ହରି କୃଷ୍ଣ ରେଡ୍ଡୀ ଙ୍କ ନେତୃତ୍ୱ ରେ କୋଦଳା
ରାଜ୍ୟ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବ୍ୟାଟେରି ଚାଳିତ ତିନିଚକିଆ ଯାନ ପ୍ରଦାନ Pradeep Kar July 31, 2026 ଛତ୍ରପୁର , ୩୧ /୦୭ / ୨୬ : ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାର ୧୮ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିଭିନ୍ନ ପ୍ରକାରର ସହାୟକ ଯାନ ଓ ଉପକରଣ ବିତରଣ କରାଯାଇଛି। ଏହି
ରାଜ୍ୟ ବ୍ରହ୍ମପୁର କଣ୍ଢେଇ ଯାତ୍ରାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲେ ମାନ୍ୟବର ଇସ୍ପାତ୍ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏଵଂ ରାଜ୍ୟ କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ Pradeep Kar July 30, 2026 ଜୟ ଜଗନ୍ନାଥ, ଆମ ପରମ୍ପରା, କଲା ସଂସ୍କୃତି ଓ ସାହିତ୍ୟର ପୁରାତନ ଉଦ୍ଘ୍ହୋଷ ରାଜା ମହାରାଜାଙ୍କ ଅମଳରୁ ଚାଲିଆସିଥିବା ଆମ ମନର କଳା କୁ ଏକ ନୂତନ ରୂପ ଦେଇ ବ୍ରହ୍ମପୁର ଖସ୍ୱା ସାହି
ରାଜ୍ୟ କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି କ୍ଲୋରଫିଲ୍ ସ୍କୁଲ୍।”କେଉଁଠି ଗଲା ମାନବିକତା? କୁଆଡ଼େ ଗଲା ଶିକ୍ଷାନୁଷ୍ଠାନର ଦାୟିତ୍ୱବୋଧ?* Pradeep Kar July 30, 2026 ବ୍ରହ୍ମପୁର, ବ୍ରହ୍ମପୁର ନିକଟ ଚଣ୍ଡିପଦରରେ ଥିବା କ୍ଲୋରଫିଲ୍ ସ୍କୁଲ୍ (Klorofeel School, Berhampur ) ର ସାଂଘାତିକ ମନମାନୀ ଏବେ ସାମ୍ନାକୁ ଆସିଛି। ଜ୍ଞାନ ବାଣ୍ଟୁଥିବା ସ୍କୁଲ୍ ଏବେ ପାଲଟିଛି ସମ୍ବେଦନହୀନତାର କେନ୍ଦ୍ର!ଶିକ୍ଷାନୁଷ୍ଠାନ କୁ