ଅପରାଧ

ଅଟୋ ଚାଳକକୁ ଖଣ୍ଡାରେ ହାଣିବା ଘଟଣା; ୯ ଅଭିଯୁକ୍ତ ଗିରଫ

Pradeep Kar

ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଅଟୋ ଚାଳକ ଅଶୋକ ବିଷୋୟୀଙ୍କୁ ହୋଇଥିବା ଖଣ୍ଡାରେ ଆକ୍ରମଣ ମାମଲାରେ ପାଟପୁର ଥାନା ପୁଲିସ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି

ଅପରାଧ

ଚାମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣକୁ ରାଜ୍ୟ ସରପଂଚ ସଂଗଠନର ବୈଠକରେ ନିନ୍ଦା

Pradeep Kar

ବ୍ରହ୍ମପୁର,15/6 : ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ ସରପଂଚ ସଂଗଠନର ଏକ ଜରୁରୀ ବୈଠକ ନବୀନ ଭବନ ଠାରେ ସଂଗଠନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମେ ସଂଗଠନର ସାଧାରଣ ସମ୍ପାଦକ

ଅପରାଧ

ବୈଧ ଲାଇସେନ୍ସ ନଥିବା ବେଆଇନ ବାର୍‌ ଉପରେ ପୋଲିସର ଚଢ଼ାଉ

Pradeep Kar

ଖଲ୍ଲିକୋଟ, : -ଖଲ୍ଲିକୋଟ ଥାନା ଅଞ୍ଚଳରେ ଚାଲିଥିବା ଏକ ବେଆଇନ ବାର୍ ଉପରେ ଚଢ଼ାଉ କରିଛି ପୋଲିସ। ୭୦ ଲିଟର ବିଦେଶୀ ମଦ ସହ ଫ୍ରିଜ, ଡିଫ୍ରିଜ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

ଅପରାଧ

ଖଣ୍ଡଦୋଳି ରାଜବନ୍ଧ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ

Pradeep Kar

ଆସିକା, : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଖଣ୍ଡଦୋଳି ରାଜବନ୍ଧ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମୃତ ମହିଳା ଜଣକ ଖଣ୍ଡଦୋଳି ଗ୍ରାମର

ଅପରାଧ

ବିଶୃଙ୍ଖଳିତ ଗଞ୍ଜାମ, ପୁଲିସ। ଶେଷରେ ସବୁ ସୀମା ପାର

Pradeep Kar

ଜଣେ ଦିବ୍ୟାଙ୍ଗ ସୁଶାନ୍ତ ସାହୁଙ୍କୁ ପୁଲିସ ଥାନାକୁ ନେଇ ଥାର୍ଡ଼ ଦେଲା। ଦିନେ କି ଦିଦିନ ନୁହେଁ ସପ୍ତାହେ କବିସୂର୍ଯ୍ୟନଗର ଥାନାରେ ରଖି ନିର୍ଯ୍ୟାତନା ଦେବା ପରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାକୁ

ଅପରାଧ

ସୁଧୀର ପାତ୍ର ହତ୍ୟା ମାମଲା ରେ ଅ।ଉ ଦୁଇଜଣ ରିମାଣ୍ଡରରେ ଅ।ସିଥିବା ସୂଚନା ମିଳିଛି

Pradeep Kar

ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ ସତ୍ୟନାରାୟଣପୁର ଗ୍ରାମର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା ରେ ଅ।ଉ ଦୁଇଜଣ ରିମାଣ୍ଡରରେ ଅ।ସିଥିବା ସୂଚନା ମିଳିଛି । ଦୁଇଜଣ ଅଭିଯୁକ୍ତକୁ ଧରି ଗୋପାଳପୁର

ଅପରାଧ

ଯୁବକଙ୍କୁ ହାଣିବା ଘଟଣାର ପାଞ୍ଚ ଘଣ୍ଟା ଭିତରେ ଅଭିଯୁକ୍ତ ଜଗାକୁ ଏନକାଉଣ୍ଟର

Pradeep Kar

ରବିବାର ରାତି 9ଟାରେ ଅମ୍ବିକା ନଗରରେ ଜଣେ ଯୁବକଙ୍କୁ ଅପରାଧୀ ମାନେ ହାଣିଥିଲେ। ଭିଡିଓ ଭାଇରଲ ହେବାର ପାଞ୍ଚ ଘଣ୍ଟା ଭିତରେ ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଛି ପୁଲିସ। ଅଭିଯୁକ୍ତର ଦୁଇ ଆଣ୍ଠୁରେ

ଅପରାଧ

ଜିଲ୍ଲାର ଆଇନ ଶୃଙ୍ଖଳା ଭୁଷୁଡି ପଡିଛି – ସିପିଏମ-

Pradeep Kar

ବ୍ରହ୍ମପୁର – ଗତ ଏକ ସପ୍ତାହ ମଧ୍ୟରେ 3 ଟି ଅତି ଭୟଙ୍କର ଅପରାଧିକ ଘଟଣା ଜିଲ୍ଲାବାସୀଙ୍କ ଭିତରେ ଆତଙ୍କ ସୃଷ୍ଟି କରିଛି। ଜିଲ୍ଲାର ପ୍ରତ୍ୟେକ ସଧାରଣ ଲୋକ ସମ୍ପୂର୍ଣ୍ଣ ଅସୁରକ୍ଷିତ ମନେ କରୁଛନ୍ତି।

ଅପରାଧ

ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ

Pradeep Kar

ବ୍ରହ୍ମପୁର: ରାସ୍ତା ମଝିରେ ଯୁବକ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ-ଦୁଇ ଜଣ ଯୁବକ ଠେଙ୍ଗାରେ ପିଟୁଥିବାର ଭିଡିଓ ଭାଇରାଲ-ବ୍ରହ୍ମପୁର ଗିରି ରୋଡରେ ଆକ୍ରମଣ ହୋଇଥିବା ସୂଚନା-ଆହତ ଯୁବକ ଯୁବତୀ ଏମକେସିଜି ମେଡିକାଲ କଲେଜରେ ଭର୍ତ୍ତି-ପୂର୍ବ ଶତ୍ରୁତାରୁ

ଅପରାଧ

ଦାବି ବଟି ନ ଦେବାରୁ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ

Pradeep Kar

ଗତକାଲି ରାତିରେ ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡି ଗ୍ରାମ ନିକଟରେ ହରେଶ ନାୟକ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ । ଦାଦା ବଟି ନ ଦେବାରୁ ଦୁର୍ବୁତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିବା