ସାଇକେଲରେ ଅଫିସ ଆସିଲେ MKCG ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର ଡ଼ଃ ଶ୍ୱେତ କୁମାର ଦାଶ

Pradeep Kar

ବିଶ୍ବରେ ବର୍ତ୍ତମାନର ପରିସ୍ଥିତି ଏବଂ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାଇକେଲରେ ଅଫିସ ଆସିଲେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା #MKCG ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର ଡ଼ଃ ଶ୍ୱେତ କୁମାର ଦାଶ । ସେ କ୍ୟାମ୍ପସ ଭିତରେ ସବୁ ବିଭାଗକୁ ଯିବା ସମୟରେ ବି ସାଇକେଲରେ ଯାଉଛନ୍ତି । ବରିଷ୍ଠ ଅଧିକାରୀଙ୍କ ଏଭଳି ଉଦ୍ୟମକୁ ସହରବାସୀ ବେଶ୍ ପ୍ରଶଂସା କରିଛନ୍ତି ।

Also Read

Tags