୪ ଜଣଙ୍କ ମୃତ୍ୟୁ ହୋଇଛି: SRC

Pradeep Kar

ଚଳିତ ବନ୍ୟାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା କହିଲେ SRCଭୂସ୍ଖଳନ ଓ ପ୍ରବଳ ବର୍ଷା ପାଇଁ ୪ ଜଣଙ୍କ ମୃତ୍ୟୁ ହୋଇଛିଭୂସ୍ଖଳନ ଯୋଗୁଁ ରାଇକିଆରେ ୩ଜଣଙ୍କ ମୃତ୍ୟୁ ହୋଇଛିଗଜପତିରେ ଶୌଚ ହେବାକୁ ଯାଇ ଜଣଙ୍କ ମୃତ୍ୟୁଭଞ୍ଜନଗର ଗିଡ଼ିପାବାଲିରେ ଭୂସ୍ଖଳନ ହୋଇଛି: SRC ଭୂସ୍ଖଖଳନରେ ୧୩ଜଣ ନିଖୋଜ ଅଛନ୍ତି, ଜଣେ ଉଦ୍ଧାରବୃଦ୍ଧା ତାରାବତି ପ୍ରଧାନଙ୍କୁ ଜୀବିତ ଉଦ୍ଧାର କରାଯାଇଛି I

Also Read

Tags